ଓଡ଼ିଶା

ଭରତିଆ ଟାୱାରରେ ଅଗ୍ନିକାଣ୍ଡ

କଟକ: କଟକ, ବାଦାମବାଡି ଛକ ଉପରେ ଥିବା ଭରତିଆ ଟାୱାରରେ ଅଗ୍ନିକାଣ୍ଡ। ଭରତିଆ ଟାୱାରର ପଞ୍ଚମ ମହଲାର ଏକ ଘରେ ନିଆଁ ଲାଗିଥିବା ସୂଚନା। ନିଆଁ ଲାଗିବା ଖବର ଜଣାପଡିବା ପରେ ଅଗ୍ନିଶମ ବାହିନୀ ଘଟଣାସ୍ଥଳକୁ ଧାଇଁଯାଇଥିଲା। ନିଆଁକୁ ଆୟତ୍ତ ଚାଲିଛି। ଏଥିରେ କୌଣସି କ୍ଷୟକ୍ଷତି ହୋଇନଥିବା ସୂଚନା ରହିଛି। ଏହି କୋଠାରେ ୭୦ଟି ଦୋକାନ ରହିଛି। ତେବେ କିପରି ନିଆଁ ଲାଗିଲା ତାର କାରଣ ଜଣାପଡି ନାହିଁ।

Leave a Reply

Your email address will not be published.

Back to top button