ଅପରାଧ

ବନ ବିଭାଗର ଚଢ଼ଉ : ୨ ଶିକାରୀ ଗିରଫ : ଗୁଳିଭର୍ତି ବନ୍ଧୁକ ଜବତ

ବାରିପଦା : ମୟୂରଭଞ୍ଜ ଜିଲ୍ଲା କପ୍ତିପଦାରେ ବନ ବିଭାଗ ପକ୍ଷରୁ ଚଢ଼ଉ କରାଯାଇ ଦୁଇ ଜଣ ଶିକାରୀଙ୍କୁ ଗିରଫ କରାଯାଇଛି । ସେମାନଙ୍କ ନିକଟରୁ ଦୁଇଟି ଗୁଳିଭର୍ତି ବନ୍ଧୁକ ଜବତ ହୋଇଛି । ସେମାନଙ୍କ ନିକଟରୁ ବଜ୍ରକାପ୍ତା କାତି ଓ ଜଙ୍ଗଲି ଯନ୍ତୁଙ୍କ ମାଂସ ଜବତ ହୋଇଛି ।

Related Articles

Leave a Reply

Your email address will not be published.

Back to top button