ଜାତୀୟ

ମଧ୍ୟପ୍ରଦେଶ : ହିଜବ-ଉତ-ତହରିର (ଏଚୟୁଟି) ର ସନ୍ଦିଗ୍ଧ ଆତଙ୍କବାଦୀଙ୍କୁ ଏନଆଇଏ ଏବେ ଜେରା କରିବ

ଭୋପାଳ : ମଧ୍ୟପ୍ରଦେଶ ଏବଂ ତେଲେଙ୍ଗାନାରୁ ଗିରଫ ହୋଇଥିବା କଟ୍ଟରପନ୍‌ଥୀ ଇସଲାମିକ ଆତଙ୍କୀ ସଂଗଠନ ହିଜ-ଉତ-ତହରୀର (ଏଚୟୁଟି) ର ୧୬ ଜଣ ସନ୍ଦିଗ୍ଧ ଆତଙ୍କବାଦୀ ସହିତ ଜଡ଼ିତ ଥିବା ମାମଲାକୁ ମଧ୍ୟ ପ୍ରଦେଶ ସରକାର ଆତଙ୍କବାଦ ନିରୋଧି ସ୍କ୍ୱାଡ଼ (ଏଟିଏସ) ରୁ ନେଇ ଏନଆଇଏ କୁ ହସ୍ତାନ୍ତର କରିଛି । ଏହା ପଛରେ ଦିଆଯାଇଥିବା ମୁଖ୍ୟ କାରଣ ହେଉଛି ଏଚୟୁଟିର ସଦସ୍ୟମାନେ ଅନ୍ୟ ରାଜ୍ୟ ସହିତ ସଂଯୁକ୍ତ । ଏହା ସହିତ ତାଙ୍କର ଆନ୍ତର୍ଜାତୀୟ ସଂଯୋଗ ମଧ୍ୟ ପ୍ରକାଶ ପାଇଛି । ତେଣୁ ବର୍ତମାନ ଜାତୀୟ ଅନୁସନ୍ଧାନ ଏଜେନସି (ଏନଆଇଏ) ଏହାର ଅନୁସନ୍ଧାନ କରିବ ।

Related Articles

Leave a Reply

Your email address will not be published.

Back to top button