ଅପରାଧଜାତୀୟ

ଅବକାରୀ ଘୋଟାଲା : ମନୀଷ ସିସୋଦିୟାଙ୍କ ବିରୋଧରେ ଇଡିର ସପ୍ଲିମେଂଟ ଚାର୍ଜସିଟ୍ ଉପରେ ୨୯ ମଇରେ ନିଷ୍ପତି

ନୂଆଦିଲ୍ଲୀ : ଦିଲ୍ଲୀର ରାଉଜ ଏଭେନ୍ୟୁ କୋର୍ଟ ଦିଲ୍ଲୀ ଅବକାରୀ ଘୋଟାଲା ମାମଲାରେ ଇଡି ପକ୍ଷରୁ ମନୀଷ ସିସୋଦିୟାଙ୍କ ବିରୋଧରେ ଦାୟର୍ ସପ୍ଲିମେଂଟ ଚାର୍ଜସିଟ୍ ଉପରେ ଶୁଣାଣି କରି ରାୟ ସଂରକ୍ଷିତ ରଖିଛନ୍ତି । ସ୍ୱତନ୍ତ୍ର ବିଚାରପତି ଏମକେ ନାଗପାଲ ୨୯ ମଇରେ ଏନେଇ ରାୟ ଶୁଣାଇବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।

୪ ମଇରେ ଇଡି ଏହି ମାମଲାରେ ଚତୁର୍ଥ ଚାର୍ଜସିଟ୍ ଦାଖଲ କରିଥିଲା । ଚତୁର୍ଥ ଚାର୍ଜସିଟ୍ ରେ ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିୟାଙ୍କୁ ଅଭିଯୁକ୍ତ ଦର୍ଶାଯାଇଛି । ଇଡିର ଚତୁର୍ଥ ଚାର୍ଜସିଟ୍ ୨୧୦୦ ପୃଷ୍ଠା ବିଶିଷ୍ଟ ଅଟେ ।

Related Articles

Leave a Reply

Your email address will not be published.

Back to top button