ପାଣିପାଗ ଓ ପରିବେଶରାଜ୍ୟ

ନର୍ମଦାନଦୀରେ ଜଳସ୍ତର ବୃଦ୍ଧି

ଭାରତର ଅନେକ ରାଜ୍ୟରେ ଲଗାଣ ବର୍ଷା ଜାରି। ମଧ୍ୟପ୍ରଦେଶ ନର୍ମଦାପୁରମରେ ନର୍ମଦାନଦୀରେ ଜଳସ୍ତର ବୃଦ୍ଧି ପାଇଛି। ତଳିଅଞ୍ଚଳରରେ ବନ୍ୟା ପରିସ୍ଥିତ ଉପୁଜିଛି। ନଦୀ ବିପଦ ସଙ୍କୁଳ ଅବସ୍ଥାରେ ବହୁଛି। ତଳିଆଞ୍ଚଳ ଲୋକମାନଙ୍କୁ ପ୍ରସାଶନ ପକ୍ଷରୁ ହାଇ ଆଲର୍ଟ କରାଯାଇଛି। ସେପଟେ ପଞ୍ଜାବର ପଠାନକୋଟରେ ମାତ୍ରଧିକ ବର୍ଷା ଯୋଗୁଁ ରଞ୍ଜିତ ବନ୍ଧର ଜଳସ୍ତର ବୃଦ୍ଧି ପାଇଛି। ଏନେଇ ଜିଲ୍ଲା ପ୍ରସାଶନ ହାଇ ଆଲର୍ଟ ଜାରି କରିଛି।

Related Articles

Leave a Reply

Your email address will not be published.

Back to top button