ଦେବ ଦେବ ମହାଦେବଙ୍କ ବିବାହା ପାଇଁ ହଳଦୀ ଖେଳିଲେ ମହିଳା

Spread the love

ମନ୍ଦିରରେ ଦେବ ଦେବ ମହାଦେବ ଓ କନ୍ୟା ପିତା ମାତା ଘରେ ଦେବୀ ପାର୍ବତୀ ଙ୍କ ଦେହରେ ପଡ଼ିଲା ବାଡ଼ୁଅ ପାଣି । ଏହା ପରେ ଦେବ ଦେବ ମହାଦେବ ଙ୍କ ବର ବେଶ କରାଯିବ ଓ ଦେବୀ ପାର୍ବତୀ ଙ୍କୁ ନାନା ଅଳଙ୍କାର ରେ ଭୂଷିତ କରାଯାଇ  ନବ ବଧୁ ବେଶ କରାଯିବ । ସେପଟେ  ମହାଦେବଙ୍କୁ ହଳଦୀ ଲଗାଇ ନିଜେ ମହିଳା ମାନେ ନିଜ ନିଜ ଭିତରେ ହଳଦୀ ଲଗାଇଛନ୍ତି l ମହାଦେବଙ୍କୁ ସନ୍ଧ୍ୟା ସମୟରେ ବର ବେଶରେ ସଜାଇ ହେବେ l ବିଳମ୍ବିତ ରାତ୍ରୀ ରେ ବରଯାତ୍ରୀ ଓ ଶେଷ ପ୍ରହରରେ ଦେବୀ ପାର୍ବତୀ ଙ୍କ ହାତରୁ ପାଣି ଗ୍ରହଣ କରିବେ ଦେବ ଦେବ ମହାଦେବ l ଏଥିପାଇଁ ସାମ୍ବଲପୁର ରେ ଉତ୍ସବ ର ବାତାବରଣ ଖେଳି ଯାଇଛି l

Leave a Reply

Your email address will not be published. Required fields are marked *