ବଢ଼ିଲା ଅଭିନେତ୍ରୀ ରିୟା ଦେଙ୍କ ଅଡ଼ୁଆ

Spread the love

ଅଭିନେତ୍ରୀ ରିୟା ଦେଙ୍କ ପାଇଁ ବଢ଼ିଲା ଅଡ଼ୁଆ। କେୟାର ଟେକରଙ୍କୁ ନିର୍ଯାତନା ଦେଉଥିବା ନେଇ ରିୟାଙ୍କ ବିରୋଧରେ ଥିବା ମାମଲାକୁ କଟକ ବିଡ଼ାନାସୀ ଥାନାକୁ ସ୍ଥାନାନ୍ତର କରିଛି ଚନ୍ଦ୍ରଶେଖରପୁର ଥାନା । ଏନେଇ ପ୍ରତିକ୍ରିୟା ରଖିଛନ୍ତି ଅତିରିକ୍ତ ଡିସିପି ଅନୀଲ ମିଶ୍ର। ପୀଡିତାଙ୍କ ବୟାନ ରେକର୍ଡ କରାଯିବା ପରେ ତଦନ୍ତ କରାଯିବ। ପରେ ତାଙ୍କ ବୟସ ଯାଞ୍ଚ କରାଯିବ ବୋଲି କହିଛନ୍ତି ଡିସିପି। ଗତ ୮ ତାରିଖରେ ଯୁବତୀ ଜଣଙ୍କ ଅଭିନେତ୍ରୀ ରିୟା ଓ ତାଙ୍କ ସ୍ୱାମୀ ନିର୍ଯାତନା ଦେଉଥିବା ନେଇ ଥାନାରେ ଅଭିଯୋଗ କିରିଥିଲେ।

Leave a Reply

Your email address will not be published. Required fields are marked *