ସ୍ୱର୍ଗୀୟ ନବ କିଶୋର ମଲ୍ଲିକଙ୍କର ଆଜି ହେଉଛି ୮୪ତମ ଜନ୍ମ ଜୟନ୍ତୀ। ୧୯୪୧ ମସିହା ଅଗଷ୍ଟ ୩୧ ତାରିଖରେ ଯାଜପୁର ଜିଲ୍ଲାର ରାମବାଗ ଠାରେ ଜନ୍ମଗ୍ରହଣ କରିଥିଲେ ଶ୍ରୀ ନବ କିଶୋର ମଲ୍ଲିକ । କୌସ୍ତୁଭ ଗ୍ରୁପ୍ ଅଫ୍ ଇନଷ୍ଟିଚ୍ୟୁସନ୍ସ ଏବଂ ଏନକେ ମିଡିଆ ଭେନଚର୍ସ ପ୍ରାଇଭେଟ୍ ଲିମିଟେଡ୍ର ପୃଷ୍ଠପୋଷକ-ମୁଖ୍ୟ ସମ୍ପାଦକ ଥିଲେ ସ୍ୱର୍ଗୀୟ ମଲ୍ଲିକ। ୧ ଡିସେମ୍ୱର ୨୦୨୦ରେ ଶ୍ରୀ ନବ କିଶୋର ମଲ୍ଲିକ ଇହଲୀଳା ସମ୍ୱରଣ କରିଥିଲେ। ଆଜି ତାଙ୍କର ଅବର୍ତ୍ତମାନରେ କୌସ୍ତୁଭ ଗ୍ରୁପ୍ ଅଫ୍ ଇନଷ୍ଟିଚ୍ୟୁସନ୍ସ ଏବଂ ଏନକେ ମିଡିଆ ଭେନଚର୍ସ ପ୍ରାଇଭେଟ୍ ଲିମିଟେଡ୍ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି।
Naxatra News is now on Whatsapp
Join and get latest news update delivered to you via whatsapp
Join Now