ଧର୍ମ

ଦେବଦମ୍ପତିଙ୍କ ଯୁଗଳ ଦର୍ଶନ କଲେ ଶ୍ରଦ୍ଧାଳୁ

ସମ୍ବଲପୁର : ସମ୍ବଲପୁରରେ ଧୁମଧାମରେ ଦେବଦମ୍ପତି(ହରହର ମହାଦେବ ଓ ଦେବୀ ପାର୍ବତୀ)ଙ୍କ ବିବାହ ଉତ୍ସବ ପରେ ଗତକାଲି ରାତିରୁ ଯୁଗଳ ଦର୍ଶନ ଶୋଭାଯାତ୍ରା ଆରମ୍ଭ ହୋଇଛି । ଶୀତଳ ଷଷ୍ଠି ଯାତ୍ରାର ଅନ୍ତିମ ପର୍ବ ଦେବ ଦମ୍ପତିଙ୍କ ଯୁଗଳ ଦର୍ଶନ ଶୋଭାଯାତ୍ରାରେ ପରିବେଶ ଭକ୍ତିମୟ ହୋଇଉଠିଛି । ଉତ୍ସବରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଛି । ଶ୍ରଦ୍ଧାଳୁ ମାନେ ଠାକୁରଙ୍କ ଯୁଗଳ ଦର୍ଶନ  ଲାଭ କରିଛନ୍ତି । ନଗର ପରିକ୍ରମା ସାରି ଆଜି ସଂନ୍ଧ୍ୟାରେ ମନ୍ଦିର ପ୍ରବେଶ କରିଛନ୍ତି ଶିବ ପାର୍ବତୀ  ।  

Related Articles

Leave a Reply

Your email address will not be published.

Back to top button