ଧର୍ମ

ଆରମ୍ଭ ହେଲା ଅମରନାଥ ଯାତ୍ରା

ଆରମ୍ଭ ହେଲା ଅମରନାଥ ଯାତ୍ରା l ତୀର୍ଥଯାତ୍ରୀମାନେ ଦୁଇ ବର୍ଷର ବ୍ୟବଧାନ ପରେ ଜୁନ୍ 30 ରୁ ଆରମ୍ଭ ହେବାକୁ ଥିବା ଅମରନାଥ ଯାତ୍ରା ପୂର୍ବରୁ ଜାମ୍ମୁରେ ପହଞ୍ଚିଥିବାବେଳେ ଏଲଜି ମନୋଜ ସିହ୍ନା ଜମ୍ମୁ ବେସ୍ କ୍ୟାମ୍ପରୁ ଅମରନାଥ ଯାତ୍ରୀଙ୍କ ପ୍ରଥମ ବ୍ୟାଚ୍ ର ସଫଳ ଯାତ୍ରା ନିମନ୍ତେ ଶୁଭକାମନା ଜ୍ଞାପନ କରିଛନ୍ତି | ଏହି ଯାତ୍ରା ଜୁନ୍ 30 ରେ ଆରମ୍ଭ ହେବ | ଯାତ୍ରୀମାନେ ବାବା ଭୋଲେନାଥଙ୍କୁ ପ୍ରାର୍ଥନା କରିବା ପାଇଁ 2 ବର୍ଷ ଅପେକ୍ଷା କରିଥିବାବେଳେଥିବାବେଳେ ଏବେ ଯାତ୍ରା କୁନେଇ ବହୁତ ଉତ୍ସାହିତ ଅଛନ୍ତି l ଅମରନାଥ ଯାତ୍ରା ପୂର୍ବରୁ ଜମ୍ମୁ ଶ୍ରୀନଗର ଜାତୀୟ ରାଜପଥ, ଉଦାମପୁର ଜିଲ୍ଲାର କାଳୀ ମାତା ମନ୍ଦିର ନିକଟରେ ସୁରକ୍ଷା କଡାକଡି କରାଯାଇଛି l

Related Articles

Leave a Reply

Your email address will not be published.

Back to top button