ପୁରୀ : ଆଜି ପବିତ୍ର ହରିଶୟନ ଏକାଦଶୀ । ଆଜିଠୁ ଚାରିମାସ ମହାପ୍ରଭୁ ଶୟନ ଯିବେ । ଭାଦ୍ରବ ମାସରେ କଡ଼ ଲେଉଟାଇବେ । କାର୍ତିକ ମାସ ଶୁକ୍ଳ ପକ୍ଷ ଏକାଦଶୀ ଦିନ ମହାପ୍ରଭୁ ନିଦରୁ ଉଠିବେ । ଏହି ସମୟରେ କୌଣସି ମାଙ୍ଗଳିକ କାର୍ଯ୍ୟ ହୋଇପାରିବ ନାହିଁ ।

Naxatra News is now on Whatsapp
Join and get latest news update delivered to you via whatsapp
Join Now