ବିଶ୍ୱ

ମେଲବର୍ଣ୍ଣରେ ମହାମୁକାବିଲା

ଟି-ଟ୍ୱେଣ୍ଟି କ୍ରିକେଟ ବିଶ୍ୱ କପରେ ଆଜି ମହାମୁକାବିଲା। ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦୀ  ଭାରତ ଓ ପାକିସ୍ତାନ ମଧ୍ୟରେ ହାଇଭୋଲଟେଜ୍ ମ୍ୟାଚ୍। ଫିଲ୍ଡିଂ କରିବ ଭାରତ। ମେଲବର୍ଣ୍ଣ ଭାରତ ପାକିସ୍ତାନ ICC  ଟି -୨୦ ବିଶ୍ୱକପ ମୁକାବିଲା। ପାକିସ୍ତାନ ବିପକ୍ଷରେ ଟସ ଜିତି ଫିଲ୍ଡିଂ ନିଷ୍ପତ୍ତି ନେଇଥିଲା ଭାରତ। ପାକିସ୍ତାନ ପ୍ରଥମେ ବ୍ୟାଟିଂ କରି 8ଟି ୱିକେଟ ହରାଇ   159 ରନ୍ କରିଛି। ବର୍ତ୍ତମନା ବିଜୟ ପାଇଁ ଭାରତକୁ 160 ରନ୍ ର ଟାର୍ଗେଟ ରହିଛି। ତେବେ ମ୍ୟାଚକୁ ନେଇ ଦୁଇ ଦେଶର କ୍ରୀଡାପ୍ରେମୀଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି।

Related Articles

Leave a Reply

Your email address will not be published.

Back to top button