ବିଶ୍ୱଭାଇରାଲ୍

୨୦ କେଜିର ଚିକେନ ନଗେଟ…

ଖାଦ୍ୟ କୁ ନେଇ ବିଶ୍ବ ରେକର୍ଡ କଥା ଜାଣିଥିବେ । ଖାଇବାରେ ପୁର୍ବରୁ ବିଶ୍ବ ରେକର୍ଡ ସ୍ଥାପନ କରିଛନ୍ତି । କିନ୍ତୁ ଖାଦ୍ୟ ର ଆକୃତି ଓ ଏହାର ଓଜନ କୁ ନେଇ ବିଶ୍ବ ରେକର୍ଡ ସମସ୍ତ ଙ୍କୁ ଚକିତ କଲା ଭଳି ।କେକ୍ , ପିଠା , ପିଜା ତିଆରି ରେକର୍ଚ କରିବା କଥା ଆପଣ ଜାଣିଥିବେ ।କିନ୍ତୁ ଚିକେନ ନଗେଟ ତିଆରି କରି ବିଶ୍ୱ କୀର୍ତ୍ତିମାନ ସ୍ଥାପନ କରିବାର ବିରଳ ପ୍ରୟାସ କରିଛନ୍ତି ଦୁଇ ଜଣ ସେଫ । ବିଶ୍ବର ସବୁଠାରୁ ବଡ କେକ୍ ପପ୍ ତିଆରି କରି ଦୁଇ ଜଣ ସେଫ ରେର୍କଡ ଅର୍ଜନ କରିଥିଲେ ।ପୁର୍ନବାର ସେହି ଜୋଡି ରେର୍କଡ ଦୋହରାଇଛନ୍ତି ନୁଆ ଗୋଟିଏ ଆଇଟମ ତିଆରି କରି । ବିଶ୍ବର ସବୁଠାରୁ ବଡ ଚିକେନ ନଗେଟ ତିଆରି କରିଛନ୍ତି ବିଶ୍ବର ଦୁଇ ଜଣ ସେଫ । ୨୦ କେଜିର ଚିକେନ ନଗେଟ କିପରି ପ୍ରସ୍ତୁତ କରାଯାଇଛି ଦେଖିଲେ ଜାଣିପାରିବେ ।

ଆମେରିକା ର ନିକି ଡିଜୋଭାନୀ , ଓ ଜାପାନର ଲିନ ଡେଭିସ୍ ମିଳିତ ଭାବରେ ଏହି ରେକର୍ଡ କ ସୃଷ୍ଟି କରିଛନ୍ତି । ନିକି ଡିଜୋଭାନୀ ତାଙ୍କ ୟୁଟୁବ ଚ୍ୟାନେଲର ଅଫିସିଆଲ ପେଜ ରେ ଭିଡିଓ କୁ ଅପଲୋଡ କରିଛନ୍ତି । ପୁରୁଣା ଯୋଡି ଙ୍କର ଦିତ୍ବୟ ବିଶ୍ବ ରେକର୍ଡ । କିଛି ଦିନ ପୁର୍ବରୁ ପୋଷ୍ଟ ହୋଇଥିବା ଭିଡିଓ ଟି ୧୩ ଲକ୍ଷ ଲୋକ ଦେଖିବା ସହ ବିଭିନ୍ନ ପ୍ରକାର କମେଣ୍ଟ ଦେଇଛନ୍ତି ।କମେଣ୍ଟ ମଧ୍ୟ୍ୟରେ କିଏ ପ୍ରସ୍ତୁତ ପ୍ରଣାଳୀ ଶିଖେଇବା କଥା କହିଛି ତ ଆଉ କିଏ ସଫଳତାର ସହ ବଶ୍ବ ରେର୍କଡ କରିସାରିବା ପରେ ଏହି ନଗେଟ କୁ ପରିବାର ଲୋକ ଓ ବନ୍ଧୁ ମାନଙ୍କ ମଧ୍ୟ୍ୟରେ ବଣ୍ଟନ କରାଯାଇଥିଲା । ରେକର୍ଡ ହୋଇସାରିବେ ପରେ ସେଲିବ୍ରେସନ ର ମାହୋଲ ବନ୍ଧୁ ଓ ପରିବାରଜନ ଙ୍କ ସହ ।

Related Articles

Leave a Reply

Your email address will not be published.

Back to top button