ରାଷ୍ଟ୍ରିୟ ସେବା ଯୋଜନା ପୁରଷ୍କାର

Spread the love

ନୂଆଦିଲ୍ଲୀ: ୨୦୨୦ ଏବଂ ୨୧ର ରାଷ୍ଟ୍ରିୟ ସେବା ଯୋଜନା ପୁରଷ୍କାର ବିତରଣ କାର୍ଯ୍ୟକ୍ରମ ଅନୁଷ୍ଠିତ। ରାଷ୍ଟ୍ରପତି ଭବନରେ ଏହି କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇଛି। ରାଷ୍ଟ୍ରପତି ଦୌପଦୀ ମୁର୍ମୁ ରାଷ୍ଟ୍ରିୟ ସେବା ଯୋଜନା ପୁରଷ୍କାର ପ୍ରଦାନ କରିଛନ୍ତି। ଛାତ୍ରଙ୍କ ଚରିତ୍ର ବିକାଶ ପାଇଁ ଏହି ଏନଏସଏସ ପୁରଷ୍କାର ପ୍ରଦାନ କରାଯାଇଥାଏ। ସେହିପରି ଏହି ରାଷ୍ଟ୍ରିୟ ସେବା ଯୋଜନାର ପୁରଷ୍କାର ପ୍ରତ୍ୟେକ ବର୍ଷ ପ୍ରଦାନ କରାଯାଇଥାଏ।

Leave a Reply

Your email address will not be published. Required fields are marked *