5ଟି ସଚିବଙ୍କ ବରଗଡ଼ ଗସ୍ତକୁ ନେଇ ସୁରେଶ ପୂଜାରୀ କଲେ ଟାର୍ଗେଟ

Spread the love

ଭୁବନେଶ୍ୱର : 5ଟି ସଚିବଙ୍କ ବରଗଡ ଗସ୍ତକୁ ନେଇ ସାଂସଦ ସୁରେଶ ପୁଜାରୀ ଟାର୍ଗେଟ କରିଛନ୍ତି । ସେ କହିଛନ୍ତି ଯେ ସେ ସୁପର ସିଏମ୍ ଭଳି ବ୍ୟବହାର କରୁଛନ୍ତି ।

ସେ କହିଛନ୍ତି ଯେ ସେ ଶାସକ ଦଳର ମନ୍ତ୍ରୀ ଓ ବିଧାୟକ ସଚିବଙ୍କ କାର୍ଯ୍ୟକ୍ରମ ତଦାରଖ କରୁଛନ୍ତି । ୨୦ ହଜାର ସ୍କୁଲ ଛାତ୍ରଛାତ୍ରୀଙ୍କୁ ସଚିବଙ୍କ ସହ ଭେଟିବା ବ୍ୟବସ୍ଥା ହୋଇଛି . ପାଣିପାଗ ବିଭାଗ ଦ୍ୱାରା ୟେଲୋ ୱାର୍ଣ୍ଣିଂ ସତ୍ତ୍ବେ ପ୍ରଶାସନ ଏଭଳି ବ୍ୟବସ୍ଥା କରିଛି । ସେ କହିଛନ୍ତି ଯେ ସିଏମ୍ଙ୍କ ନିର୍ଦ୍ଦେଶରେ ହୋଇଥିଲେ ଏହା ଚିନ୍ତାଜନକ । ସିଏମ୍ଙ୍କ ଅଜାଣତରେ ହେଉଥିଲେ ଏହା ଘାତକ ବୋଲି ସେ କହିଛନ୍ତି ।

Leave a Reply

Your email address will not be published. Required fields are marked *