ଭୁବନେଶ୍ଵର : ଗତ ୨୪ ଘଣ୍ଟାରେ ରାଜ୍ୟରେ ୪.୮ ମି.ମି. ବର୍ଷା ରେକର୍ଡ କରାଯାଇଛି, ଯାହା ସ୍ଵାଭାବିକ ବର୍ଷା ୮.୪ ମି.ମି. ତୁଳନାରେ ୪୩ ପ୍ରତିଶତ କମ୍ ରହିଛି । ଭୁବନେଶ୍ଵର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଜାରୀ ହୋଇଥିବା ଏକ ଟ୍ଵିଟ୍ ରୁ ଏହି ସୂଚନା ମିଳିଛି।
ଗତ ୨୪ ଘଣ୍ଟାରେ ରାଜ୍ୟରେ ୪.୮ ମି.ମି. ବର୍ଷା ରେକର୍ଡ : ସ୍ଵାଭାବିକ ବର୍ଷା ୮.୪ ମି.ମି. ତୁଳନାରେ ୪୩ ପ୍ରତିଶତ କମ୍
![](https://naxatranews.com/wp-content/uploads/2023/07/ଈୋଗଲ-2.jpg)