ଓଡ଼ିଶା ଭଡାଘରୁ ଝୁଲନ୍ତା ଅବସ୍ଥାରେ ଯୁବକ ଙ୍କ ମୃତଦେହ ଉଦ୍ଧାର Naxatra News10/07/202310/07/2023 Spread the love ଭୁବନେଶ୍ୱର : ଯାଜପୁର ରୋଡ଼ ଥାନା ନହକା ତେନ୍ତୁଲି ଖୁଣ୍ଟା ରାସ୍ତା କଡ଼ରେ ଥିବା ଏକ ଭଡାଘରୁ ଝୁଲନ୍ତା ଅବସ୍ଥାରେ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଥିବା ଜଣା ପଡିଛି । ମୃତ୍ୟୁ ର କାରଣ ଅସ୍ପଷ୍ଟ ରହିଥିବା ବେଳେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଜାଞ୍ଚ ଆରମ୍ଭ କରିଛି ।
ମୃତ୍ୟୁ ପୂର୍ବରୁ ନିଜର କବର ଖୋଳିଲେ ବୃଦ୍ଧ ଦମ୍ପତି Spread the loveSpread the loveଗଜପତି: ମୃତ୍ୟୁ ପୂର୍ବରୁ ନିଜ ପାଇଁ ନିଜେ କବର ଖୋଳିଛନ୍ତି ଦମ୍ପତି । କଥାଟି ଆପଣଙ୍କୁ ଅବିଶ୍ୱାସ ଲାଗୁଥିଲେ ମଧ୍ୟ, ଘଟଣାଟି ନିରାଟ ସତ୍ୟ…
ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର Spread the loveSpread the loveଭୁବନେଶ୍ୱର: ମଦନପୁର ପଞ୍ଚାୟତର ଜାଗସରାପାଟଣା ପାଖରେ ଥିବା ଏକ ନିଛାଟିଆ ପଡ଼ିଆରେ ଅଘଟଣ। ସେଠାରେ ଜଣେ ଅଜଣା ବ୍ୟକ୍ତିଙ୍କ ମୃତ ଦେହ ଉଦ୍ଧାର। ଏନେଇ…
୧୯ରେ ଗ୍ରୀଡ଼କୋ କାର୍ଯ୍ୟାଳୟ ଘେରିବ କଂଗ୍ରେସ Spread the loveSpread the loveଭୁବନେଶ୍ୱର : ରାଜ୍ୟବାସୀଙ୍କୁ ବିଜୁଳିକାଟ ଜନିତ ଯନ୍ତ୍ରଣାରୁ ମୁକ୍ତ କରିବା ଓ ଅବିଚାରିତ ବିଦ୍ୟୁତ ଦେୟର ପରିଣାମ ହ୍ରାସ କରିବା ଦାବିରେ ରାଜ୍ୟ କଂଗ୍ରେସ…