ନେପାଳରେ ବନ୍ୟା ଓ ଭୂସ୍ଖଳନ : ୨୦୦ ମୃତ


କାଠମାଣ୍ଡୁ: ନେପାଳର ବିଭିନ୍ନ ସ୍ଥାନରେ ଲଗାଣ ବର୍ଷା ଯୋଗୁଁ ହୋଇଥିବା ଭୂସ୍ଖଳନ ଓ ବନ୍ୟା ଯୋଗୁଁ ଗତ ଦୁଇ ମାସ ମଧ୍ୟରେ ପାଖାପାଖି ୨୦୦ ଲୋକଙ୍କ ମୃତ୍ୟୁ ଘଟିଛି ।ପ୍ରାକୃତିକ ବିପର୍ଯ୍ୟୟ ଯୋଗୁଁ କାଠମାଣ୍ଡୁ ଉପତ୍ୟକାରେ ୩ ଜଣ, କୋଶୀ ପ୍ରଦେଶରେ ୨୭ ଜଣ ଏବଂ ମଧେଶ ପ୍ରଦେଶରେ ୮ ଜଣଙ୍କ ମୃତ୍ୟୁ ହୋଇଥିବା ଗୃହ ମନ୍ତ୍ରାଳୟର ଅଧିକାରୀମାନେ କହିଛନ୍ତି । ସେହିପରି ବନ୍ୟା ଓ ଭୂସ୍ଖଳନ ଯୋଗୁଁ ବାଗମତୀ ପ୍ରଦେଶରେ ୩୪ ଜଣ ଓ ଗଣ୍ଡାକୀ ପ୍ରଦେଶରେ ୫୬ ଜଣଙ୍କ ମୃତ୍ୟୁ ଘଟିଛି ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *