ସୁନା କିଣୁଥିଲେ ସାବଧାନ ଓଜନ ମାପରେ ଠକୁଛନ୍ତି ଦୋକାନୀ। ଗତ ୫ ବର୍ଷ ରେ ୩୬ ଜଣ ବ୍ୟବସାୟୀ ଓଜନ ମାପ ଠକେଇ ରେ ଧରା ପଡିଛନ୍ତି। ୪ ଲକ୍ଷ ୯୭ ହଜାର ୫୦୦ ଟଙ୍କାର ଜରିମାନା ଆଦାୟ ହୋଇଛି। ସେହିପରି ୮ ଜଣ ବଡ଼ ବ୍ୟବସାୟୀ ନକଲି ହଲମାର୍କରେ ସୁନା ବିକ୍ରି କରୁଥିବା ଅଭିଯୋଗ ରେ ଧରାପଡିବା ରେ ୭ ଜଣ ଙ୍କ ଲାଇସେନ୍ସ ବାତିଲ ଓ ଜଣଙ୍କ ବିରୁଦ୍ଧରେ ମାମଲା ରୁଜ୍ଜୁ କରାଯାଇଛି। ବିଧାନସଭାରେ ଲିଖିତ ଉତ୍ତର ରଖିଲେ ଯୋଗାଣ ମନ୍ତ୍ରୀ କୃଷ୍ଣ ପାତ୍ର।

Naxatra News is now on Whatsapp
Join and get latest news update delivered to you via whatsapp
Join Now