ଅବିଭାଗିକୃତଭୁବନେଶ୍ୱର ଔଷଧ ଦୋକାନରେ ଡ୍ରଗସ କଣ୍ଟ୍ରୋଲ ବିଭାଗର ଚଢ଼ାଉ Subhalaxmi Sahoo09/09/202209/09/2022 Spread the love ଭୁବନେଶ୍ୱର: ରସୁଲଗଡ଼ର ବିଭିନ୍ନ ଔଷଧ ଦୋକାନରେ ଡ୍ରଗସ କଣ୍ଟ୍ରୋଲ ବିଭାଗର ଚଢ଼ାଉ। ଟେଲମା 40 ଔଷଧକୁ ନେଇ ଚଢ଼ାଉ କରିଛି ଡ୍ରଗ କଣ୍ଟ୍ରୋଲ ବିଭାଗ। ଔଷଧ କାମ କରୁନଥିବା ଅଭିଯୋଗ ପରେ ରେଡ୍ ହେଉଛି।
ଗୁଜରାଟର ରାଜକୋଟ ଠାରେ ପ୍ରଧାନମନ୍ତ୍ରୀ ରାଜକୋଟ ଆନ୍ତର୍ଜାତିକ ବିମାନବନ୍ଦରକୁ ଦେଶ ପ୍ରତି ଉତ୍ସର୍ଗ କରିଛନ୍ତି Spread the loveSpread the loveପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରାଜକୋଟ ଆନ୍ତର୍ଜାତିକ ବିମାନବନ୍ଦର ଏବଂ ଗୁଜରାଟର ରାଜକୋଟ ଠାରେ ୮୬୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ଏକାଧିକ ବିକାଶମୂଳକ ପ୍ରକଳ୍ପକୁ…
ଲାଞ୍ଜିଗଡରେ ଜଙ୍ଗଲୀ ହାତୀଙ୍କ ଉପଦ୍ରବ Spread the loveSpread the loveକଳାହାଣ୍ଡି: ପୁଣି ଲାଞ୍ଜିଗଡରେ ଜଙ୍ଗଲୀ ହାତୀଙ୍କ ଉପଦ୍ରବ। ୪ଟି ଘର ଭାଙ୍ଗି, ଫସଲ ନଷ୍ଟ କରିବା ସହ ଗାଡି ଭାଙ୍ଗିଲେ ଜଙ୍ଗଲୀ ହାତୀ ପଲ।…
ଗୁଲପୁର ସେକ୍ଟରରେ ଆତଙ୍କବାଦୀ – ଯବାନ ଗୁଳି ବିନିମୟ : ଜଣେ ଯବାନ ଆହତ Spread the loveSpread the loveପୁଞ୍ଛ : ଜମ୍ମୁ-କାଶ୍ମୀରର ପୁଞ୍ଛ ଜିଲ୍ଲା ଅନ୍ତର୍ଗତ ଗୁଲପୁର ସେକ୍ଟରରେ ନିୟନ୍ତ୍ରଣ ରେଖା ଅତିକ୍ରମ କରିବାକୁ ଉଦ୍ୟମ କରୁଥିବା ଆତଙ୍କବାଦୀଙ୍କ ସହିତ ସଂଘର୍ଷ ବେଳେ…