ମୁକୁନ୍ଦୁପୁର ଘାଟିରେ ଓଲଟିଲା ବସ୍ ;୨୩ ଆହତ,୩ ଗୁରୁତର

ରାୟଗଡ଼ା ଜିଲ୍ଲା ୩୨୬ ନମ୍ୱର୍ ଜାତୀୟ ରାଜପଥ ର ମୁକୁନ୍ଦୁପୁରୁ ଘାଟିରେ ଓଲଟିଲା ଯାତ୍ରୀବାହୀ ବସ। ମା ବାଙ୍ଗାରାମା ବସରେ ୪୫ଜଣ ଯାତ୍ରୀକୁ ନେଇ ବସଟି ବ୍ରହ୍ମପୁରର ହିଞ୍ଜଳିକାଟୁ ରୁ ରାୟଗଡା  ଟିକିରି ଅଭିମୁଖେ ଆସୁଥିବା ସମୟରେ ଭାରସାମ୍ୟ ହରାଇ ଘାଟିରେ ଓଲଟି ପଡିଥିଲା । ବର୍ତ୍ତମାନ ସୁଦ୍ଧା ୨୩ ଜଣ ସାମାନ୍ୟ ଆହତ ଥିବା ବେଳେ ଯାତ୍ରୀଙ୍କୁ ଆମ୍ବୁଲାନ୍ସ ଯୋଗେ ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରାଯାଇଛି।ସେଥି ମଧରୁ ୩ ଜଣ ଯାତ୍ରୀ ଗୁରୁତ୍ୱର ଥିବା ଜଣାପଡିଛି।ସମସ୍ତ ଗୁରୁତ୍ୱର ଙ୍କୁ ଅମ୍ବୁଲାନ୍ସ ଯୋଗେ ଜିଲ୍ଲା ମୁଖ୍ୟ ଚିକିତ୍ସାୟରେ ଭର୍ତ୍ତି ହୋଇଥିବା ସମୟରେ ବସ୍ ର ସମସ୍ତ ଯାତ୍ରୀ ଅଳ୍ପ ବହୁତ ଆହତ ହୋଇଥିବା ନେଇ ଯାତ୍ରୀ କହିଛନ୍ତି।ତେବେ ଏହି ଦୁର୍ଘଟଣାରେ କେହି ମୃତ୍ୟୁ ବରଣ କରିନଥିବା ର ସୂଚନା ରହିଛି ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *