ଏମ୍ସ ରିଷିକେଷରୁ କେଦାରନାଥ ଯାଉଥିବା ଏକ ଏୟାର ଆଂବୁଲାନ୍ସ କ୍ରାସ୍ କରିଯାଇଛି। ଏମର୍ଜେନ୍ସି ଲ୍ୟାଣ୍ଡିଂ ବେଳେ ଏଭଳି ଅଘଟଣ ଘଟିଛି। କେଦାରନାଥ ହେଲିପ୍ୟାଡରେ ଅବତରଣ ବେଳେ ଭାଙ୍ଗିଯାଇଥିଲା ହେଲିକେପ୍ଟରର ପଛ ପଟ। ରିଷିକେଷ ଏମ୍ସରୁ ଆସିଥିଲା ହେଲିକେପ୍ଟର। ଜଣେ ରୋଗୀଙ୍କୁ କେଦାରନାଥରୁ ନେବାକୁ ଆସିଥିଲା। ହେଲିକେପ୍ଟରରେ ଥିବା ୩ଜଣ ସୁରକ୍ଷିତ ଅଛନ୍ତି। ସୌଭାଗ୍ୟବଶତଃ କାହାର କିଛି କ୍ଷତି ହୋଇନି।

Naxatra News is now on Whatsapp
Join and get latest news update delivered to you via whatsapp
Join Now