ଗ୍ରେଟର ବ୍ରହ୍ମପୁର  ଗଠନ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି

ବ୍ରହ୍ମପୁର ବାସୀଙ୍କ ଦୀର୍ଘ ଦିନର ସ୍ୱପ୍ନ  ଅତି ଶୀଘ୍ର  ପୂରଣ ହେବାକୁ ଯାଉଛି। ବାସ୍ତବ ରୂପ ନେବ ଗ୍ରେଟର ବ୍ରହ୍ମପୁର। 14 ଗୋଟି ସହର ତଳି ପଂଚାୟତ…

ରାଜ୍ୟପାଳଙ୍କୁ ସୌଜନ୍ୟମୂଳକ ସାକ୍ଷାତ କଲେ ନବନିଯୁକ୍ତ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ

ନବବର୍ଷର ପ୍ରଥମ ଦିନରେ ଆଜି ଓଡ଼ିଶାର ନବନିଯୁକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ ରାଜ୍ୟପାଳ ଡକ୍ଟର ହରି ବାବୁ କମ୍ଭମପାଟିଙ୍କୁ ଲୋକଭବନରେ ସୌଜନ୍ୟମୂଳକ ସାକ୍ଷାତ…

ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ ଲକ୍ଷ୍ୟଭିତ୍ତିକ ନେତୃତ୍ୱକୁ କୃତଜ୍ଞତା ଓ ସମ୍ମାନ

ମୁଖ୍ୟ ଶାସନ ସଚିବ ଶ୍ରୀ ମନୋଜ ଆହୁଜା ଡିସେମ୍ୱର ୩୧ ତାରିଖରେ ଅବସର ଗ୍ରହଣ କରିବାକୁ ଯାଉଛନ୍ତି । ଏହି ପରିପ୍ରେକ୍ଷୀରେ ତାଙ୍କର ଦୀର୍ଘ ଦେଢ ବର୍ଷର…

ଚର୍ଚ୍ଚାରେ ବିହାର ବାବୁଙ୍କ ବିଦେଶ ବୁଲା

ବିହାରର ୧୭ ଆଇଏଏସ- ଆଇପିଏସ ନୂଆ ବର୍ଷ ଛୁଟି କାଟିବାକୁ ଲମ୍ୱା ଛୁଟିରେ। ତା ପୁଣି ବିଦେଶରେ। ଛୁଟି ନେଇଥିବା ଅଧିକାଂଶ ଯୁବ ଅଧିକାରୀ ଅଟନ୍ତି। ସମସ୍ତେ…

ମୋଦିଙ୍କୁ ଭେଟିଲେ ଅଧିର- ବଙ୍ଗ ଭେଦଭାବକୁ ନେଇ ଉଦବେଗ ନା ପଦ୍ମ ଧରିବାର ଫର୍ମୁଲା

ମୋଦିଙ୍କୁ ଭେଟିଲେ ଅଧୀର ରଞ୍ଜନ ଚୌଧୁରୀ। ବଙ୍ଗାଳୀ ପ୍ରବାସୀଙ୍କ ଉପରେ ବିଭିନ୍ନ ରାଜ୍ୟ ଉପରେ ହେଉଥିବା ଅତ୍ୟାଚାର ପ୍ରସଙ୍ଗରେ ମୋଦିଙ୍କୁ ଚିଠି ଲେଖିବା ସହ ଭେଟିଛନ୍ତି ଅଧୀର।…

ପଟ୍ଟାରେ ନାଁ ଓ ଲିଙ୍ଗ ପରିବର୍ତ୍ତନ- ସାଧାରଣ ପ୍ରଶାସନ ବିଭାଗକୁ ହାଇକୋର୍ଟଙ୍କ ଆଦେଶ

ମ୍ୟୁଟେସନ ସାର୍ଟିଫିକେଟରେ ଜଣେ ମହିଳାଙ୍କ ନାଁ ଓ ଜେଣ୍ଡର ପ୍ରପର୍ଟିକୁ ପରିବର୍ତ୍ତନ ଲାଗି ଆଦେଶ ଦେଇଛନ୍ତି ଓଡ଼ିଶା ହାଇକୋର୍ଟ। ଯିଏ ସେକ୍ସ ରିଆସାଇନମେଣ୍ଟ ସର୍ଜରୀ କରି ନିଜର…

ଖଣ୍ଡା ବାଣ୍ଟି ବନ୍ଧା ହେଲେ ୧୦ ଯୁବକ

ଖଣ୍ଡା ବାଣ୍ଟି ବନ୍ଧା ହେଲେ। ଘାଜିଆବାଦରେ ହିନ୍ଦୁ ରକ୍ଷା ଦଳ ନାଁରେ କିଛି ଯୁବକ ଖଣ୍ଡା ଓ ଅସ୍ତ୍ରଶସ୍ତ୍ର ବାଣ୍ଟିଥିଲେ। ସାଲିମାର ଗାର୍ଡେନ ଏରିଆରେ ଘରକୁ ଘର…

ହାଇଦ୍ରାବାଦରୁ ଫେରି ଗଣମାଧ୍ୟମକୁ ଭେଟିଲେ ମୁଖ୍ୟମନ୍ତ୍ରୀ

ହାଇଦ୍ରାବାଦରେ ଆୟୋଜିତ ୨ ଦିନିଆ ଓଡ଼ିଶା ନିବେଶକ ସମ୍ମିଳନୀ ଓ ରୋଡଶୋରୁ ଫେରିବା ପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓଡିଶା ଭାରତର ସର୍ବବୃହତ ନିବେଶ କେନ୍ଦ୍ର…

ଦନ୍ତାହାତୀ ଆକ୍ରମଣରେ ଚାଷୀ ଗୁରୁତର

ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ବନାଞ୍ଚଳ ପାଟ୍ଟକୁମୁଣ୍ତା ଗାଁରେ ଦନ୍ତାହାତୀ ଆକ୍ରମଣରେ ଜଣେ ଚାଷୀ ଗୁରୁତର l ଗୁରୁତର ଚାଷୀ ଜଣକ ହେଲେ ସେହି ଗ୍ରାମର ଡିଲେଶ୍ୱର ସାହୁ…

ଅନ୍ତର୍ଜାତୀୟ ସମବାୟ ବର୍ଷ- ୨୦୨୫ ସମାରୋହ ଉଦଯାପିତ

ଅନ୍ତର୍ଜାତୀୟ ସମବାୟ ବର୍ଷ- ୨୦୨୫ ସମାରୋହ ଉଦଯାପିତ । ବର୍ତ୍ତମାନର ବଜାର ବ୍ୟବସ୍ଥା ଅର୍ଥନୀତିରେ ସମବାୟ ଅନୁଷ୍ଠାନକୁ ସମୃଦ୍ଧ ଓ ସଶକ୍ତ କରିବାକୁ ହେଲେ ସମବାୟଗୁଡିକ ମଧ୍ୟରେ…

ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ରେ ଆରମ୍ଭ ହେଲା ୭ମ ଇକୋ ରିଟ୍ରିଟ, ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ।

ଚଳିତବର୍ଷ ପାଇଁ ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ ମୁଖ୍ୟରାସ୍ତା ନିକଟ ରାମଚଣ୍ଡୀ ମୁହାଁଣ ନିକଟରେ ପର୍ଯ୍ୟଟନ ବିଭାଗ ପକ୍ଷରୁ ଆୟୋଜିତ ହୋଇଛି ୭ମ ଇକୋ-ରିଟ୍ରିଟ। ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ…

ନାଗରିକତା (ସଂଶୋଧନ) ଆଇନ ୨୦୧୯ ଅନୁଯାୟୀ ଓଡ଼ିଶାରେ ୩୫ଜଣଙ୍କୁ ନାଗରିକତା ପ୍ରମାଣପତ୍ର ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ

ନାଗରିକତା (ସଂଶୋଧନ) ଆଇନ ୨୦୧୯ ଅନୁଯାୟୀ ଓଡ଼ିଶାରେ ୩୫ ଜଣଙ୍କୁ ନାଗରିକତା ପ୍ରମାଣପତ୍ର ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ ।ନାଗରିକତା ପ୍ରମାଣପତ୍ର ଜରିଆରେ ଭାରତର ପରମ୍ପରାଗତ ମାନବତା ଓ…