ଯୁବକଙ୍କୁ ଥାନା ଭିତରେ ପୋଲିସ ମାଡ ମାରିଥିବା ଅଭିଯୋଗ

ଯୁବକଙ୍କୁ ଥାନା ଭିତରେ ପୋଲିସ ମାଡ ମାରିଥିବା ଅଭିଯୋଗ। ମାଡ ମାରିଥିବା ପୋଲିସ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି ନେଇ ଥାନାରେ ଲିଖିତ ଅଭିଯୋଗ କଲେ ସ୍ତ୍ରୀ।…

କାମେଶ୍ୱର ଚୌପାଲଙ୍କ ପରଲୋକ

ଆଉ ନାହାନ୍ତି କାମେଶ୍ୱର ଚୌପାଲ। ରାମ ଜନ୍ମଭୂମି ତୀର୍ଥକ୍ଷେତ୍ରର ଟ୍ରଷ୍ଟି କାମେଶ୍ୱରଙ୍କ ପରଲୋକ ଘଟିଛି। ଗଲା କିଛି ଦିନ ଧରି କିଡନୀ ରୋଗରେ ଆକ୍ରାନ୍ତ ଥାଇ ଦିଲ୍ଲୀର…

ମା ବୈଷ୍ଣୋ ଦେବୀଙ୍କ ପୀଠରେ ଭକ୍ତଙ୍କ ଭିଡ଼

ବହୁ ପ୍ରତୀକ୍ଷାର ଘଟିଛି ଅନ୍ତ। ପାହାଡ଼ ଉପରେ ଆଉ ପ୍ରାକୃତିକ ସୌନ୍ଦର୍ଯ୍ୟରେ ପରିପୂର୍ଣ୍ଣ ଥିବା ଓଡିଶାର ନୟାଗଡ ଜିଲ୍ଲା ଓଡଗାଁ ବ୍ଲକ ଜାମୁକଣ ପାହାଡ଼ରେ ମା ବୈଷ୍ଣୋ…

ଫେବୃଆରୀ ୧୦ରେ ପରୀକ୍ଷା ପେ ଚର୍ଚ୍ଚା

ଫେବୃଆରୀ ୧୦ରେ ପରୀକ୍ଷା ପେ ଚର୍ଚ୍ଚା। ପ୍ରଧାନମନ୍ତ୍ରୀଙ୍କ ସହ ଛାତ୍ରଛାତ୍ରୀଙ୍କୁ ଟିପ୍ସ ଦେବେ ଦୀପିକା ଏବଂ ସଦଗୁରୁ। ପ୍ରତ୍ୟକ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ବୋର୍ଡ…

ରାଷ୍ଟ୍ରପତି ଭବନରେ ବାହାଘର

ରାଷ୍ଟ୍ରପତି ଭବନରେ ହେବ ବିବାହ ଉତ୍ସବ। ବେଦି ସଜାଯିବ । ସାହାନାଇ ବାଜିବ । ବରକନ୍ୟାଙ୍କ ମଧ୍ୟରେ ବଦଳ ହେବ ମଙ୍ଗଳମାଳା । ଭାରତ ଇତିହାସରେ ଏହା…

ଯୁବକଙ୍କୁ ଅପହରଣ ଓ  ହତ୍ୟା ଅଭିଯୋଗ!

 ଚରଣ ବେହେରାଙ୍କୁ ହତ୍ୟା କରାଯାଇଛି ନା ଅପହରଣ।  ସନ୍ଦେହ ଘେରରେ ପରିବାର ଲୋକ। ଗତ ଜାନୁଆରୀ ୩୦ତାରିଖ ରୁ ଘରୁ ଔଷଧ କିଣିବାକୁ ଯାଇ ଏଯାଏଁ ଆଉ…

ଟିକେଟ ପାଇଁ ଦଳାଚକଟା!

ଫେବ୍ରୁଆରୀ ୯ତାରିଖରେ ବାରବାଟୀରେ ହେବ ବିଗ ଫାଇଟ। ସାମ୍ନାସାମ୍ନି ହେବେ ଇଣ୍ଡିଆ-ଇଂଲଣ୍ଡ । ମଝିରେ ରହିଲା ଆଉ ମାତ୍ର ତିନିଦିନ। ମ୍ୟାଚକୁ ନେଇ କ୍ରିକେଟପ୍ରମୀଙ୍କ ମଧ୍ୟରେ ଢେର…