ମାଲେଗାଁଓ ବିସ୍ଫୋରଣ- ସ୍ୱାଧୀ ପ୍ରଜ୍ଞାଙ୍କ ସମେତ ସମସ୍ତ ୭ ଅଭିଯୁକ୍ତ ଦୋଷମୁକ୍ତ

ଦୀର୍ଘ ୧୭ ବର୍ଷ ପରେ ଆସିଲା ବହୁଚର୍ଚ୍ଚିତ ମାଲେଗାଁ ବିସ୍ଫୋରକ ମାମଲା। ସାଧ୍ୱୀ ପ୍ରଜ୍ଞା ଠାକୁରଙ୍କ ସମେତ ସମସ୍ତ ୭ ଅଭିଯୁକ୍ତଙ୍କୁ କ୍ଲିନଚିଟ ଦେଇଛନ୍ତି ଏନଆଇଏ ଅଦାଲତ।…

ହାଇଓ୍ୱେରେ ଷ୍ଟପ୍ ଆଗରୁ ସିଗନାଲ ଦେବେ ଡ୍ରାଇଭର- ସୁପ୍ରିମକୋର୍ଟ

ହାଇଓ୍ୱେରେ ଅଚାନକ ଗାଡ଼ି ରଖିବା ଆଗରୁ ସିଗନାଲ ଦେବେ ଡ୍ରାଇଭର। ଏକ ଦୁର୍ଘଟଣାରେ ଗୋଡ଼ ହରାଇଥିବା ଯୂୁବକକୁ ୯୧ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ନିର୍ଦେଶ ଦେବା…

ପଦରୁ ଇସ୍ତଫା ଦେଲେ ମହିଳା ବିଚାରପତି- ପଦୋନ୍ନତି ପାଇଥିବା ସିନିଅରଙ୍କ ବିରୁଦ୍ଧରେ ଆଣିଥିଲେ ନିର୍ଯାତନା ଅଭିଯୋଗ

ମଧ୍ୟପ୍ରଦେଶ ମହିଳା ବିଚାରପତି ଇସ୍ତଫା ଦେଲେ। ନିର୍ଯାତନାକାରୀକୁ ପଦୋନ୍ନତି ବିରୁଦ୍ଧରେ ପଦ ଛାଡିଲେ। ଜୁଡିସିଆଲ ଅଫିସରଙ୍କ ଦ୍ୱାରା ନିର୍ଯାତନା ଅଭିଯୋଗ କରି ପଦରୁ ଇସ୍ତଫା ଦେଲେ। ହାଇକୋର୍ଟକୁ…

କ୍ୟାସ୍ କାଣ୍ଡ- ଜଷ୍ଟିସ ବର୍ମାଙ୍କ ପିଟିସନ ଉପରେ ଆରମ୍ଭ ହେଲା ସୁପ୍ରିମକୋର୍ଟରେ ଶୁଣାଣୀ

କ୍ୟାସ୍ କାଣ୍ଡକୁ ନେଇ ବିବାଦରେ ଫସିଥିବା ଜଷ୍ଟିସ ଯଶୋବନ୍ତ ବର୍ମାଙ୍କ ପିଟିସନର ଶୁଣାଣୀ ଆରମ୍ଭ ହୋଇଛି। ଜଷ୍ଟିସ ବର୍ମାଙ୍କୁ ସୁପ୍ରିମକୋର୍ଟରୁ ଝଟକା ଲାଗିଛି। ଜଷ୍ଟିସ ଦତ୍ତା କହିଛନ୍ତି,…

ହସ୍ପିଟାଲ ନେବା ବାଟରେ ଚଳନ୍ତା ଆମ୍ୱୁଲାନ୍ସରେ ଡ୍ରାଇଭର ଓ ଟେକ୍ନିସିଆନ କଲେ ଦୁଷ୍କର୍ମ

ହୋମଗାର୍ଡ ନିଯୁକ୍ତି ପ୍ରକ୍ରିୟା ଚାଲିଥିଲା। ଏତିକିବେଳେ ଜଣେ ମହିଳା ଆଶାୟୀ ଶାରୀରିକ ପରୀକ୍ଷା ଦେଲା ବେଳେ ଅଚେତ ହୋଇପଡ଼ିଥିଲେ। ବିହାରର ବୋଧଗୟାରେ ନିଯୁକ୍ତି ଡ୍ରାଇଭରେ ଦୌଡ଼ୁଥିଲା ବେଳେ…

ଆନ୍ଧ୍ର ଓ ତେଲେଙ୍ଗାନାରେ ବିଧାନସଭା ଆସନ ବୃଦ୍ଧି- ସ୍ୱତନ୍ତ୍ର ଡିଲିମିଟେସନ- ପିଟିସନକୁ ଖାରଜ କଲେ ସୁପ୍ରିମକୋର୍ଟ

ଅଲଗା ଡିଲିମିଟେସନକୁ ଶକ୍ତ ଧକ୍କା। କେନ୍ଦ୍ରଶାସିତ ଅଞ୍ଚଳ ଜମ୍ମୁ କଶ୍ମୀରରେ ଅଲଗା ଭାବେ ହେଉଥିବା ଡିଲିମିଟେସନ ଭଳି ଆନ୍ଧ୍ର ଓ ତେଲେଙ୍ଗାନାରେ ବି ସେଭଳି ହେଉ ବୋଲି…

ଅଭିଯୁକ୍ତ ଅପହରଣକାରୀ- ଅତିରିକ୍ତ ଆଡ଼ଭୋକେଟ ଜେନେରାଲ?

ବିଜେପି ସାଂସଦଙ୍କ ପୁଅକୁ ଆଇନ ଅଧିକାରୀ ଭାବେ ନିଯୁକ୍ତିକୁ ନେଇ ବିବାଦ ଘମାସାନ ହେଲାଣି। ଯିଏ ଜଣେ ଆଇଏଏସ ଅଫିସରଙ୍କ ଝିଅକୁ ପିଛା କରିବା ଓ ଅପହରଣ…

ମୁମ୍ୱାଇ ଟ୍ରେନ୍ ବ୍ଲାଷ୍ଟ- ବିବାଦୀୟ ରାୟରେ ସୁପ୍ରିମ ରୋକ୍

୨୦୦୬ ମୁମ୍ୱାଇ ଟ୍ରେନ ବିସ୍ଫୋରଣରେ ସମସ୍ତ ୧୨ ଅଭିଯୁକ୍ତଙ୍କୁ ଦୋଷମୁକ୍ତ କରି ରିଲିଜ୍ କରିବା ରାୟ ଉପରେ ରୋକ୍ ଲଗାଇଲେ ସୁପ୍ରିମକୋର୍ଟ। ମାମଲାର ଗମ୍ଭୀରତା ଦୃଷ୍ଟିରୁ ସୁପ୍ରିମକୋର୍ଟ…

ଧର୍ମସ୍ଥଳରେ ସାମୂହିକ ଶବସତ୍କାର, ଯୌନ ଉତ୍ପୀଡ଼ନ- ଏସଆଇଟି ଆରମ୍ଭ କଲା ଛାନଭିନ୍

କର୍ଣ୍ଣାଟକ ଧର୍ମସ୍ଥଳରେ ସାମୂହିକ ଶବ ପୋତା ଘଟଣାରେ ଚାରିଆଡ଼େ ହଇଚଇ ଖେଳିଛି। ଜଣେ ପୂର୍ବତନ ସଫେଇ କର୍ମଚାରୀ ୧୯୯୮ରୁ ୨୦୧୪ ଭିତରେ କର୍ଣ୍ଣାଟକର ମନ୍ଦିର ମାଳିନୀ ସହର…

ହାଜତ ମୃତ୍ୟୁ- ସୁରକ୍ଷାକର୍ମୀଙ୍କ ପରିବାରକୁ ଅତିରିକ୍ତ ୨୫ଲକ୍ଷ ସହାୟତା ଦେବାକୁ ହାଇକୋର୍ଟଙ୍କ ନିର୍ଦେଶ

ହାଜତ ମୃତ୍ୟୁ ମାମଲାରେ ମନ୍ଦିରର ସୁରକ୍ଷାକର୍ମୀଙ୍କ ପରିବାରକୁ ଅତିରିକ୍ତ ୨୫ଲକ୍ଷ ଟଙ୍କା ଅନ୍ତରୀଣ ସହାୟତା ଦେବାକୁ ନିର୍ଦେଶ ଦେଇଛନ୍ତି ମାଡ୍ରାସ ହାଇକୋର୍ଟ। ତାମିଲନାଡ଼ୁ ସରକାର ଏହାକୁ ଦେବେ।…

ଜଷ୍ଟିସ ବର୍ମାଙ୍କ ପିଟିସନ- ଶୁଣାଣୀରୁ ଓହରିଲେ ସିଜେଆଇ

ଜଷ୍ଟିସ ଯଶୋବନ୍ତ ବର୍ମାଙ୍କ ଘରୁ ମିଳିଥିବା ନଗଦ ରାଶି ମାମଲାର ଶୁଣାଣୀରୁ ଓହରିଲେ ପ୍ରଧାନ ବିଚାରପତି ଜଷ୍ଟିସ ବିଆର ଗଭାଇ। ସୁପ୍ରିମକୋର୍ଟ ଏହି ମାମଲାର ଶୁଣାଣୀ ଲାଗି…

୧୮ ମାସ ବିବାହ- ଭରଣପୋଷଣ ଭତ୍ତା ୧୮ କୋଟି: ସିଜେଆଇ କହିଲେ ନିଜେ ରୋଜଗାର କର

ବିବାହକୁ ମାତ୍ର ୧୮ ମାସ ହୋଇଛି। କିନ୍ତୁ ପତ୍ନୀ ଭରଣପୋଷଣ ଭତ୍ତା ବାବଦକୁ ଡିମାଣ୍ଡ କଲେ ୧୮ କୋଟି। ଅର୍ଥାତ ମାସକୁ ପଡ଼ିଲା କୋଟିଏ। ଏହାକୁ ଶୁଣି…