ଟଏଲେଟରେ ବସି କୋର୍ଟ ଶୁଣାଣୀ – ୧୫ ଦିନ ଧରି କମ୍ୟୁନିଟି ସର୍ଭିସ ଲାଗି ଦଣ୍ଡ

କୋର୍ଟ ଶୁଣାଣୀ ବେଳେ ଟଏଲେଟରେ ବସିବା ମହଙ୍ଗା ପଡ଼ିଲା। ଗୁଜରାଟ ହାଇକୋର୍ଟ ସଂପୃକ୍ତ ବ୍ୟକ୍ତିକୁ ଅଭିନବ ଦଣ୍ଡ ଦେଇଛନ୍ତି। ସୁରାଟରେ ଥିବା ମମତା ମାନସିକ ସ୍ୱାସ୍ଥ୍ୟକେନ୍ଦ୍ରରେ ୧୫…

ବିବାଦରେ SIR: ସଂସଦରୁ ସୁପ୍ରିମକୋର୍ଟ ହୁଲସ୍ତୁଲ

ବିହାରରେ ଭୋଟ ଚୋରି ହେଉଛି। ସ୍ପେଶିଆଲ ଇଣ୍ଟେନସିଭ୍ ରିଭିଜନ ନାଁରେ ବିଜେପି ସହ ନିର୍ବାଚନ କମିଶନ ହାତ ମିଳାଇଛନ୍ତି। ଏହାର ପ୍ରତିବାଦରେ ବିରୋଧୀ ଦଳ ନେତା ରାହୁଲ…

ମର୍ଡର ମାମଲାରେ ମୃତ୍ୟୁଦଣ୍ଡ ପାଇଥିବା ୩ ହେଲେ ଦୋଷମୁକ୍ତ

ମହିଳାଙ୍କୁ ମର୍ଡର କରି ଖଣ୍ଡ ଖଣ୍ଡ କରି କାଟିବା ଭଳି ବୀଭତ୍ସ କାଣ୍ଡରେ ତିନି ଅଭିଯୁକ୍ତଙ୍କୁ ନିର୍ଦୋଷରେ ଖଲାସ କରିଛନ୍ତି କୋଲକାତା ହାଇକୋର୍ଟ। ଏହି ତିନି ଜଣଙ୍କୁ…

ଜମି ଜାଲିଆତିରେ ଭଦ୍ରା- ସତ ନା ରାଜନୈତିକ ପ୍ରତିଶୋଧ!

ଜମି ଦୁର୍ନୀତି ମାମଲାରେ ଫସିଲେ ଭଦ୍ରା। କମ୍ପାନୀ ଖାତାରେ ଥିଲା ମାତ୍ର ଲକ୍ଷେ ଟଙ୍କା। କିନ୍ତୁ ୫୮ କୋଟି ଟଙ୍କାର ଜମିର ଡିଲ୍ ହୋଇଥିଲା। ରବର୍ଟ ଭଦ୍ରାଙ୍କ…

ଅଡ଼ୁଆରେ ବିଚାରପତି-  ଆସିବ ମହାଅଭିଯୋଗ!

ଘରେ ବିପୁଳ ନଗଦ ରଖିବା ମାମଲାରେ ଜଷ୍ଟିସ ବର୍ମାଙ୍କ ଅଡ଼ୁଆ ବଢିଚାଲିଛି। ତାଙ୍କ ବିରୁଦ୍ଧରେ ମହାଅଭିଯୋଗ ପତ୍ର ଆଣିବାକୁ ରାଷ୍ଟ୍ରପତିଙ୍କୁ କରାଯାଇଛି ସୁପାରିଶ। ତେବେ ତାଙ୍କ ବିରୁଦ୍ଧରେ…

ପାଣି ପାଇଁ ଦଳିତ ପଛରେ ଛିଡ଼ା ହେଉଛନ୍ତି

ଜାତିପ୍ରଥାର କୁତ୍ସିତ ରୂପ। ସର୍ବସାଧାରଣ ଟ୍ୟାପରୁ ପାଣି ନେବାକୁ ଅପେକ୍ଷା କରିବାକୁ ପଡ଼ୁଛି ଦଳିତଙ୍କୁ। ଆଗ ଅନ୍ୟ ଜାତି ତଥା ବଡ଼ ଜାତିର ଲୋକେ ପାଣି ନେବା…

ଟିଆରପି ଗେମ୍ ଜୋନ ଅଗ୍ନିକାଣ୍ଡ- ଜାମିନ୍ ପାଇଲେ ପୂର୍ବତନ ଫାୟାର ଅଫିସର

ଗୁଜରାଟର ଟିଆରପି ଗେମ୍ ଜୋନ ଅଗ୍ନିକାଣ୍ଡ ମାମଲାରେ ରାଜକୋଟର ପୂର୍ବତନ ଜିଲ୍ଲା ମୁଖ୍ୟ ଅଗ୍ମିଶମ ଅଧିକାରୀଙ୍କୁ ଜାମିଲ୍ ଦେଲେ ସୁପ୍ରିମକୋର୍ଟ। ଇଲେଶକୁମାର ବଲ୍ଲଭଭାଇ ଖେରଙ୍କୁ ଜାମିନ ମଞ୍ଜୁର…

ପତ୍ନୀଙ୍କୁ ସାମଗ୍ରୀ ଭାବେ ବ୍ୟବହାର କରିପାରିବନି- ଓଡ଼ିଶା ହାଇକୋର୍ଟ

ପତ୍ନୀକୁ ନିଜର ସାମଗ୍ରୀ ଭାବେ ବ୍ୟବହାର କରିପାରିବନି। ସ୍ୱାମୀ ଦ୍ୱାରା ଆଗତ ହେବିଅସ କର୍ପସ ପିଟିସନକୁ ଖାରଜ କରିବା ସହ ୨୫ ହଜାର ଟଙ୍କାର ଜରିମାନା ଦଣ୍ଡରେ…

ବିବାହର ପ୍ରଲୋଭନ ଦେଖାଇ ଯୌନଶୋଷଣ- କ୍ରିକେଟର ଦୟାଲଙ୍କ ଗିରଫଦାରି ଉପରେ ଅଦାଲତଙ୍କ ରହିତାଦେଶ

ଯୌନଶୋଷଣ ମାମଲାରେ କ୍ରିକେଟର ୟସ ଦୟାଲଙ୍କ ଗିରଫଦାରି ଉପରେ ରହିତାଦେଶ ଜାରି କରିଛନ୍ତି ଆହ୍ଲାବାଦ ହାଇକୋର୍ଟ। ଆରସିବି ଲାଗି ଖେଳନ୍ତି ଦୟାଲ। ଜଣେ ମହିଳାଙ୍କୁ ୫ ବର୍ଷ…

ସେନାକୁ ନେଇ ଟିପ୍ପଣୀ- ଲକ୍ଷ୍ନୌ କୋର୍ଟରେ ସରେଣ୍ଡର କଲେ ରାହୁଲ- ୫ ମିନିଟରେ ମିଳିଲା ଜାମିନ୍

ଭାରତୀୟ ସେନା ବିରୁଦ୍ଧରେ ଆପତ୍ତିଜନକ ମନ୍ତବ୍ୟ ଦେଇଥିବା ରାହୁଲ ଗାନ୍ଧୀ ଆଜି ଲକ୍ଷ୍ନୌ କୋର୍ଟରେ ହାଜର ହୋଇଥିଲେ। ରାହୁଲଙ୍କୁ ୨୦ହଜାର ଟଙ୍କାର ଦୁଇଟି ବେଲ ବଣ୍ଡରେ ଜାମିନ…

ବୈବାହିକ ବିବାଦ- ମାମଲା ସ୍ଥାନାନ୍ତରକୁ ମନା- ଭର୍ଚ୍ଚୁଆଲରେ ଉଭୟ ପକ୍ଷ ଶୁଣାଣୀରେ ହାଜର ହେବେ

ବୈବାହିକ ବିବାଦ ମାମଲାକୁ ନେଇ ଭର୍ଚ୍ଚୁଆଲରେ ହାଜର ହୋଇ ପକ୍ଷ ରଖ। ଗୋଟିଏ ଅଞ୍ଚଳରୁ ଆଉ ଗୋଟିଏ ଅଞ୍ଚଳକୁ ମାମଲା ଟ୍ରାନ୍ସଫର ପରିବର୍ତ୍ତେ ଟ୍ରାଏଲ କୋର୍ଟରେ ଉଭୟ…

ଲଭ୍ ଜିହାଦ୍ ଫଣ୍ଡିଂ- ସାଙ୍ଘାତିକ ଷଡ଼ଯନ୍ତ୍ର..

ଲଭ ଜିହାଦ ପାଇଁ ଫଣ୍ଡିଂ। ଫଣ୍ଡିଂ କରୁଥିଲେ ଇନ୍ଦୋରର କଂଗ୍ରେସ କାଉନସିଲର ଅନଓ୍ୱର କାଦରି। ଟାର୍ଗେଟରେ ଥିଲେ ହିନ୍ଦୁ ଝିଅ। ହିନ୍ଦୁ ଝିଅଙ୍କୁ ଟ୍ରାପ୍ କରି ପ୍ରେମ…