ଅଲ ଇଣ୍ଡିଆ ବାର୍ ପରୀକ୍ଷା: ୩୫୦୦ ଟଙ୍କା ଫି ଯୁକ୍ତିଯୁକ୍ତ- ସୁପ୍ରିମକୋର୍ଟ

ଅଲ ଇଣ୍ଡିଆ ବାର୍ ପରୀକ୍ଷା ଲାଗି ଧାର୍ଯ୍ୟ ହୋଇଥିବା ୩ହଜାର୫ଶହ ଟଙ୍କା ଫି କୁ ଯଥାର୍ଥ ବୋଲି କହିଛନ୍ତି ସୁପ୍ରିମକୋର୍ଟ। ବାର୍ କାଉନସିଲ ଅଫ ଇଣ୍ଡିଆ ଦ୍ୱାରା…

ଦିଲ୍ଲୀ ଦଙ୍ଗାର ଷଡ଼ଯନ୍ତ୍ରକାରୀ- ଅଭିଯୁକ୍ତଙ୍କ ଜାମିନ ପୁଣି ଖାରଜ

ଦିଲ୍ଲୀ ଦଙ୍ଗାର ଷଡ଼ଯନ୍ତ୍ରକାରୀ ମାମଲାରେ ପୁଣି ମିଳିଲାନି ଜାମିନ୍। ଉମର ଖାଲିଦ୍, ସରଜିଲ ଇମାମ ଓ ତସଲିମ ଅହମ୍ମଦଙ୍କୁ ପୁଣି କୋର୍ଟରୁ ଲାଗିଛି ଝଟକା। ଦିଲ୍ଲା ହାଇକୋର୍ଟ…

ଜାରି ରହିବ E20 ପେଟ୍ରୋଲ ନୀତି

ଜାରି ରହିବ କେନ୍ଦ୍ର ସରକାରଙ୍କ E20 ପେଟ୍ରୋଲ ନୀତି। ଏହାକୁ ଚ୍ଯାଲେଞ୍ଜ କରି ଆଗତ ଜନସ୍ୱାର୍ଥ ମାମଲାକୁ ଖାରଜ କରିଦେଲେ ସୁପ୍ରିମକୋର୍ଟ। କୋର୍ଟ କହିଛନ୍ତି, ସରକାର ସବୁ…

ଡେଡଲାଇନ ପରେ ବି ଦସ୍ତାବିଜ୍ ନେବେ ନିର୍ବାଚନ କମିଶନ

ବିହାରରେ ଏସଆଇଆରକୁ ନେଇ ବଡ଼ ଆଶ୍ୱସ୍ତି। ଦସ୍ତାବିଜ ଦାଖଲର ସମୟସୀମା ବଢ଼ାଇଲେ ସୁପ୍ରିମକୋର୍ଟ। ଏସଆଇଆର ଆଧାରରେ ଭୋଟର ଏଣିକି ସେପ୍ଟେମ୍ୱର ପହିଲା ପରେ ବି ଦସ୍ତାବିଜ୍ ଦାଖଲ…

ବିନା ଓସିରେ ଆପାର୍ଟମେଣ୍ଟ- କ୍ରେତାଙ୍କ ଲାଗି ଚିନ୍ତିତ ସୁପ୍ରିମକୋର୍ଟ, କିନ୍ତୁ ସରକାର ବେଫିକର୍!

ଆପାର୍ଟମେଣ୍ଟ କିଣୁଛନ୍ତି କି ସାବଧାନ। ବିନା ଅଧିଗ୍ରହଣ ପ୍ରମାଣପତ୍ର ବା ଓସିରେ ରୁହନ୍ତୁନି। ତା ନହେଲେ କେବଳ ଭୋଗ ଦଖଲ କରିପାରିବେ ସିନା। କିନ୍ତୁ ଅଧିକାର ସାବ୍ୟସ୍ତ…

ମନଇଛା ବଢ଼ାଇପାରିବନି ବେଞ୍ଚମାର୍କ ଭାଲୁଏସନ..

ମନଇଛା ବେଞ୍ଚମାର୍କ ଭାଲୁଏସନ ବଢ଼ିପାରିବନି। ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ବସୁଥିବା ଜିଲ୍ଲାସ୍ତରୀୟ ଭାଲୁଏସନ କମିଟି ନିଜ ମୁତାବକ ଯେତିକି ଚାହିଁବ, ସେତିକି ବେଞ୍ଚମାର୍କ ବଢ଼ାଇପାରିବନି। ଅତି କମରେ ଦୁଇ…

ସମ୍ଭଲ ହିଂସା- ୪୫୦ ପୃଷ୍ଠାର ତଦନ୍ତ ରିପୋର୍ଟ ଯୋଗୀଙ୍କୁ ଦେଲେ ୩ ଜଣିଆ ତଦନ୍ତ ପାନେଲ୍

ସମ୍ଭଲ ହିଂସାକୁ ନେଇ ୩ ଜଣିଆ କମିିଟି ୪୫୦ ପୃଷ୍ଠା ସମ୍ୱଳିତ ତଦନ୍ତ ରିପୋର୍ଟ ଆଜି ସରକାରଙ୍କୁୁ ଦେଇଛି। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ସମ୍ଭଲ ହିଂସା ପରିପ୍ରେକ୍ଷୀରେ…

ଅଗଷ୍ଟ ୩୦ ସୁଦ୍ଧା ସରେଣ୍ଡର କର- ଆଶାରାମ ବାପୁଙ୍କୁ କୋର୍ଟରୁ ଝଟକା

ଆଶାରାମ ବାପୁଙ୍କ ଆଉ ଅନ୍ତରୀଣ ଜାମିନ ବଢ଼ିବନି। ଅଗଷ୍ଟ ୩୦ ସୁଦ୍ଧା ଜୋଧପୁର ସେଣ୍ଟ୍ରାଲ ଜେଲରୁ ସରେଣ୍ଡର କରିବାକୁ ପଡ଼ିବ। ଯୌନଶୋଷଣ ମାମଲାରେ ଆଜୀବନ ସଜ୍ଜା କାଟୁଥିବା…

ରଜନୀକାନ୍ତଙ୍କ କୁଲି ଫିଲ୍ମ ଏ ସାର୍ଟିଫିକେଟ- ପ୍ରଡକ୍ସନ କମ୍ପାନୀର ପିଟିସନ ହାଇକୋର୍ଟରେ ଖାରଜ

ରଜନୀକାନ୍ତ ଅଭିନୀତ କୁଲି ଫିଲ୍ମକୁ ଏ କ୍ଯାଟେଗୋରୀ ସାର୍ଟିଫିକେଟ ବିରୁଦ୍ଧରେ ଚ୍ୟାଲେଞ୍ଜ ହୋଇଥିବା ପିଟିସନକୁ ଖାରଜ କରିଦେଲେ କରିଦେଲେ ମାଡ୍ରାସ ହାଇକୋର୍ଟ। ଏଭଳି ପିଟିସନର କୌଣସି ମେରିଟ୍…

ଯେଉଁ ମହିଳା ଓକିଲ ଆଖି ମାରୁଥିଲେ, ତାଙ୍କ ସପକ୍ଷରେ ମନମୁତାବକ ରାୟ ଦେଉଥିଲି- ଜଷ୍ଟିସ୍ କାଟଜୁ

ପୁଣି ବିବାଦରେ ଜଷ୍ଟିସ ମାର୍କଣ୍ଡେୟ କାଟଜୁ। ସୁପ୍ରିମକୋର୍ଟ ମହିଳା ଓକିଲ ସଂଘ କାଟଜୁଙ୍କ ବୟାନକୁ ଘୋର ନିନ୍ଦା କରିଛି। ନିକଟରେ ଜଷ୍ଟିସ କାଟଜୁ ଏକ୍ସ-ରେ ପୋଷ୍ଟ କରି…

ପ୍ରଶାସନିକ କାମରେ ଅଧିକାରୀ ମାନବିକତା ଦେଖାନ୍ତୁ- କେରଳ ହାଇକୋର୍ଟ

ଗାଳିଗୁଲଜ କରିଥିଲେ। ପ୍ଲାଷ୍ଟିକ ଚେୟାରକୁ ତଳେ କଚାଡ଼ି ଭାଙ୍ଗିଥିଲେ। ଏହା ସହ ଫାଇଲକୁ ଫିଙ୍ଗାଫୋପଡ଼ା କରିଥିଲେ। ତହସିଲ ଅଫିସ ଭିତରେ ଏଭଳି କାରନାମା କରିଥିବା ବ୍ୟକ୍ତିଙ୍କ ବିରୁଦ୍ଧରେ…

ସେଲଟର ହୋମରେ ରହିବେନି ବୁଲା କୁକୁର..

ବୁଲା କୁକୁରଙ୍କୁ ସେଲଟର ହୋମରେ ରଖିବାକୁ ରାୟ ଦେଇଥିବା ସୁପ୍ରିମକୋର୍ଟ ଆଜି ପଶୁପ୍ରେମୀଙ୍କ ରିଟ୍ ପିଟିସନ ଉପରେ ଆଜି ପୁଣି ନୂଆ ଆଦେଶ ଜାରି କରିଛନ୍ତି। ସେଲଟର…