ଜିହାଦୀଙ୍କୁ ଆର୍ଥିକ ବହିଷ୍କାର ଲାଗି ଦସ୍ତଖତ ଅଭିଯାନ

ମୁସଲିମଙ୍କୁ ବୟକଟ୍ କରିବାକୁ ଅଭିଯାନ। ପହଲଗାମ ଆତଙ୍କି ଆକ୍ରମଣ ପରେ ୟୁପିର ଆଗ୍ରା କମଲାନଗରରେ ଏଏଚପି- ବଜରଙ୍ଗ ଦଳ ଦସ୍ତଖତ ଅଭିଯାନ କରିଛି। ମଦ୍ରାସା ସହ ସମସ୍ତ…

ଶାନ୍ତି ଚାହୁଁ- ହିଂସା ନୁହେଁ: ହିମାଂଶୀ ନରଓ୍ୱାଲ୍

ଆମେ ଶାନ୍ତି ଚାହୁଁ। କୌଣସି ପ୍ରକାର ଘୃଣା କି ହିଂସା ନୁହେଁ। ଲୋକେ ମୁସଲମାନଙ୍କ ବିରୁଦ୍ଧରେ ବିଷୋଦଗାର କରୁଛନ୍ତି। ଏହା ହେବା ଉଚିତ ନୁହେଁ। ପହଲଗାମ ଆତଙ୍କି…

ନାବାଳିକାକୁ ଦୁଷ୍କର୍ମ- ନୈନିତାଲରେ ହଙ୍ଗାମା..

ନାବାଳିକା ଦୁଷ୍କର୍ମକୁ ନେଇ ନୈନିତାଲରେ ବଡ଼ ବୋବାଲ୍। ସାମ୍ପ୍ରଦାୟିକତାର ନିଆଁ ଧରିଲାଣି। ୧୨ ବର୍ଷର ହିନ୍ଦୁ ନାବାଳିକା ସହ ୭୬ ବର୍ଷର ମୁସଲିମ ବ୍ୟକ୍ତି ଦୁଷ୍କର୍ମ ପରେ…

ଗାଡ଼ି ନୁହେଁ, ଘରେ ବନ୍ଧୁକ ରଖ!

ଘରେ ଗାଡ଼ି ନଥିଲେ ଚଳିବ। କିନ୍ତୁ ବନ୍ଧୁକ ରଖ। ଘରେ ହତିଆର ରଖିବା ଅନିର୍ବାର୍ଯ୍ୟ ହୋଇ ପଡ଼ିଛି। ଗୁଜରାଟର ମେହସାଣାର କଡ୍ଡିରେ ଗୌଭକ୍ତ କାଳିଦାସ ବାପୁ ହିନ୍ଦୁଙ୍କୁ…

ଦେଶଦ୍ରୋହ ମାମଲାରେ ଚିନ୍ମୟ ଦାସଙ୍କୁ ମିଳିଲା ଜାମିନ୍

ଆଧ୍ୟାତ୍ମିକ ଗୁରୁ ଚିନ୍ମୟ କୁମାର ଦାସଙ୍କୁ ମିଳିଲା ଜାମିନ୍। ଦେଶଦ୍ରୋହ ମାମଲାରେ ବାଲାଂଦେଶ ହାଇକୋର୍ଟ ଚିନ୍ମୟଙ୍କୁ ଜାମିନ୍ ଦେଇଛନ୍ତି। ଜଷ୍ଟିସ ମହମ୍ମଦ ଏ ରେହେମାନ୍ ଓ ଜଷ୍ଟିସ…

ଓ୍ୱାକଫ ଆଇନ ବିରୁଦ୍ଧରେ କାଲି ସ୍ୱିଚ୍‌ ଅଫ କ୍ୟାମ୍ପେନ୍

ଓ୍ୱାକଫ୍ ସଂଶୋଧିତ ଆଇନ ବିରୁଦ୍ଧରେ ଏପ୍ରିଲ ୩୦ରେ ସ୍ୱିଚ ଅଫ୍ ଲାଇଟ୍ କ୍ୟାମ୍ପେନ କରିବେ ଅସାଦୁଦ୍ଦିନ ଓଓ୍ୱେସି। ବୁଧବାର ରାତି ୯ଟାରେ ୧୫ ମିନିଟ୍ ପାଇଁ ଘର…

ପାକିସ୍ତାନ ପତାକା ଉପରେ ନବମ ଛାତ୍ରଙ୍କୁ ପରିଶ୍ରା କରାଇଲେ..

ପାକିସ୍ତାନୀ ପତାକା ଉପରେ ପରିଶ୍ରା କରିବାକୁ ବାଧ୍ୟ କରାଗଲା ନବମ ଶ୍ରେଣୀ ଛାତ୍ରକୁ। ୟୁପିର ଆଲିଗଡ଼ରେ ଜଣେ ମୁସଲିମ ଛାତ୍ରକୁ ପାକିସ୍ତାନୀ ପତାକା ଉପରେ ପରିଶ୍ରା କରିବାକୁ…

ଓଡ଼ିଶାରେ ପାକିସ୍ତାନୀଙ୍କ ଷ୍ଟାଟସ ରିପୋର୍ଟ- ସ୍ପଷ୍ଟ କରନ୍ତୁ ସରକାର

ପହଲଗାମ ଆତଙ୍କି ଆକ୍ରମଣ ଘଟଣା ପରେ ଓଡ଼ିଶାରେ ରହିଥିବା ପାକିସ୍ତାନୀଙ୍କୁ ଦେଶ ଛାଡ଼ିବା ସନ୍ଦର୍ଭରେ ତେଜ୍ ହୋଇଛି ରାଜନୀତି। ଓଡ଼ିଶାରେ ୧୨ ପାକିସ୍ତାନୀ ଥିବା ସ୍ପଷ୍ଟ ହୋଇଥିଲା।…

ପହଲଗାମ- ଟିକାୟତ ଭ୍ରାତାଙ୍କ ବିବାଦୀୟ ବୟାନ

ପହଲଗାମ ଆତଙ୍କି ଆକ୍ରମଣକୁ ନେଇ ଟିକାୟତ ଭ୍ରାତା ଦେଇଛନ୍ତି ବିବାଦୀୟ ବୟାନ। ଜଣେ ହେଲେ ରାକେଶ ଟିକାୟତ ଓ ଆଉ ଜଣେ ହେଲେ ନରେଶ ଟିକାୟତ। ରାକେଶ…

ଦମ୍ ଅଛି ତ, ଆତଙ୍କବାଦୀଙ୍କ ମୁଣ୍ଡ କାଟିକି ଆଣ- ନେହା ସିଂ ରାଠୋର

ପହଲଗାମ ଆତଙ୍କି ଆକ୍ରମଣ ଘଟଣାରେ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଥିବା ଭୋଜପୁରୀ ଲୋକଗାୟିକା ନେହା ସିଂ ରାଠୋରଙ୍କ ବିରୁଦ୍ଧରେ ଲକ୍ଷ୍ନୌରେ ଏତଲା ରୁଜୁ ହୋଇଛି। ରବିବାର ଏତଲା…

ପ୍ରତିଶୋଧର ନିଆଁ- ଆତଙ୍କି ବିରୋଧୀ ବଡ଼ ଅଭିଯାନରେ ଭାରତ

ପ୍ରତିଶୋଧ ନେବ ଭାରତ। ପହଲଗାମ ଆତଙ୍କି ଆକ୍ରମଣ ପରେ ଆତଙ୍କବାଦକୁ ପ୍ରୋତ୍ସାହିତ କରିଆସୁଥିବା ପାକିସ୍ତାନ ବିରୁଦ୍ଧରେ ବଡ଼ ଧରଣର ପ୍ରତିଶୋଧ ନେବାକୁ ଅଣ୍ଟା ଭିଡ଼ିଲାଣି ଭାରତ। ଆଗ…

ବିବାଦୀୟ ବୟାନ ଦେଇ ସମାଲୋଚିତ ହେଲେ ବିଜେଡି ସାଂସଦ ସୁଲତା ଦେଓ..

ଧର୍ମ ପଚାରି ଗୁଳି କଲେ ଆତଙ୍କବାଦୀ। ପହଲଗାମ ଆତଙ୍କି ଆକ୍ରମଣ ଘଟଣା ପଛରେ ଏହାକୁ ମୂଳ ଆଧାର ବୋଲି ମୃତକଙ୍କ ସମ୍ପର୍କୀୟ, ମୃତ୍ୟୁମୁଖରୁ ଅଳ୍ପକେ ବର୍ତ୍ତିଥିବା ପର୍ଯ୍ୟଟକ…