ପାଟଣାଗଡ଼ ପାର୍ସଲ ବୋମା ମାମଲା- ପୁଞ୍ଜିଲାଲକୁ ଆଜୀବନ କାରାଦଣ୍ଡ ସହ ୫୦ହଜାର ଜରିମାନା

ବହୁ ଚର୍ଚ୍ଚିତ ପାଟଣାଗଡ଼ ପାର୍ସଲ ବୋମାର ରାୟ ଆସିଲା। ଅଭିଯୁକ୍ତ ପୁଞ୍ଜିଲାଲ ମେହେରଙ୍କୁ ଆଜୀବନ କାରାଦଣ୍ଡାଦେଶ ଦେଲେ କୋର୍ଟ। ଆଜୀବନ କାରାଦଣ୍ଡ ସହ ୫୦ହଜାର ଟଙ୍କା ଜରିମାନା…

ଗଣଦୁଷ୍କର୍ମ ଓ ହତ୍ୟା ମାମଲାରେ ପାଇଥିଲେ ମୃତ୍ୟୁଦଣ୍ଡ- ଖଲାସ କଲେ ହାଇକୋର୍ଟ

ଗଣଦୁଷ୍କର୍ମ ଓ ହତ୍ୟା ମାମଲାରେ ମୃତ୍ୟୁୁଦଣ୍ଡ ପାଇଥିବା ଦୁଇ ଜଣଙ୍କୁ ନିର୍ଦୋଷରେ ଖଲାସ କରିଛନ୍ତି ପଞ୍ଜାବ ଓ ହରିଆଣା ହାଇକୋର୍ଟ। ଜଣେ ୧୯ ବର୍ଷର ଯୁବତୀକୁ ଦୁଷ୍କର୍ମ…

ବ୍ରିଜଭୂଷଣ ଶରଣ ସିଂହଙ୍କ ବିରୋଧରେ POCSO ମାମଲା- କେସ୍ କ୍ଲୋଜ୍ କଲେ ଦିଲ୍ଲୀ କୋର୍ଟ

ପୂର୍ବତନ ଭାରତୀୟ କୁସ୍ତି ପ୍ରତିଷ୍ଠାନ (WFI) ଅଧ୍ୟକ୍ଷ ବୃଜ୍ଭୂଷଣ ଶରଣ ସିଂହଙ୍କ ବିରୋଧରେ ଅପରାଧିକ ଶିଶୁ ସୁରକ୍ଷା ଆଇନ (POCSO) ଅନୁଯାୟୀ ଥିବା ମାମଲାକୁ ଦିଲ୍ଲୀ ଅଦାଲତ…

କର୍ମଜୀବି ମହିଳାଙ୍କ ରୋଜଗାରକୁ ହାରାମ କା ମାଲ୍ କହିବା ମହଙ୍ଗା ପଡ଼ିଲା

କଠିନ ପରିଶ୍ରମ କରି ରୋଜଗାର କରୁଥିବା ମହିଳାଙ୍କ ଆୟକୁ ହାରାମ କା ମାଲ୍ କହିବା ସଂପୃକ୍ତ ମହିଳାଙ୍କ ଗାରିମାକୁ ଘୋର ଅପମାନ। ଏହି ଶବ୍ଦ କେବଳ ଅପମାନସୂଚକ…

ଭିସିଙ୍କ ବିରୁଦ୍ଧରେ ଗ୍ୟାଙ୍ଗଷ୍ଟର ମାମଲା ରଦ୍ଦ

ଭିସିଙ୍କ ବିରୁଦ୍ଧରେ ଗ୍ୟାଙ୍ଗଷ୍ଟର ମାମଲାକୁ ରଦ୍ଦ କଲେ ସୁପ୍ରିମକୋର୍ଟ। ପ୍ରୟାଗରାଜର ସାମ୍ ହିଗାନବୋଟମ ୟୁନିଭରସିଟି ଅଫ ଏଗ୍ରିକଲଚର ଟେକ୍ନୋଲୋଜି ଓ ସାଇନ୍ସର କୁଳପତି ବିନୋଦ ବିହାରୀ ଲାଲଙ୍କ…

ସିବିଆଇ ଚାର୍ଜସିଟ୍ ପରେ ହସ୍ପିଟାଲ ଶଯ୍ୟାରେ ସତ୍ୟପାଲ ମଲ୍ଲିକ

ପୂର୍ବତନ ଜମ୍ମୁ ଓ କାଶ୍ମୀର ରାଜ୍ୟପାଳ ସତ୍ୟପାଳ ମଲିକଙ୍କ ବିରୋଧରେ ସିବିଆଇ ଚାର୍ଜସିଟ୍ ଦାଖଲ କରିଛି। ଏହି ଚାର୍ଜସିଟରେ ସିବିଆଇ ଦର୍ଶାଇଛି ଯେ, କିରୁ ହାଇଡ୍ରୋପାୱାର ପ୍ରୋଜେକ୍ଟରେ…

ଓ୍ୱାକଫ ସଂଶୋଧିତ ଅଧିନିୟମ- ଶୁଣାଣୀ ଶେଷ, ରାୟ ସଂରକ୍ଷିତ ରଖିଲେ ସୁପ୍ରିମକୋର୍ଟ

ଦେଶର ସର୍ବୋଚ୍ଚ ନ୍ୟାୟାଳୟ Waqf (Amendment) Act 2025 ବିଷୟରେ ଆଜି ତାଙ୍କର ଅନ୍ତରୀଣ ଆଦେଶକୁ ସଂରକ୍ଷିତ ରଖିଛନ୍ତି। ଏହି ଅଧିନିୟମ ଉପରେ ରୋକ୍ ଲଗାଇବାକୁ ହୋଇଥିବା…

ଇଡି ଲିମିଟ୍ କ୍ରସ କରୁଛି- ସୁପ୍ରିମକୋର୍ଟ

ଇଡି ସବୁ ସୀମା ପାର୍ କରୁଛି। ସଂଘୀୟ ବ୍ୟବସ୍ଥାକୁ ଉଲ୍ଲଂଘନ କରୁଛି। ତାମିଲନାଡୁର ଟାସମାକ୍ ବିରୁଦ୍ଧରେ ଇଡି ତଦନ୍ତ ଉପରେ ରହିତାଦେଶ ଲଗାଇ ଏଭଳି ଭର୍ତ୍ସନା କରିଛନ୍ତି…

ଜ୍ୟୋତି ମଲହୋତ୍ରାଙ୍କ ରିମାଣ୍ଡ ଅବଧି ୪ ଦିନ ବଢ଼ିଲା

ପାକିସ୍ତାନ ପାଇଁ ଗୁପ୍ତଚରି ମାମଲାରେ ଗିରଫ ହୋଇଥିବା ୟୁଟ୍ୟୁବର ଜ୍ୟୋତି ମଲହୋତ୍ରାଙ୍କ ପୁଲିସ ରିମାଣ୍ଡ ଆଉ ୪ ଦିନ ବଢ଼ିଲା। ହରିଆଣା କୋର୍ଟ ଜ୍ୟୋତିଙ୍କ ରିମାଣ୍ଡ ଅବଧି…

କୋର୍ଟରେ ବୋମା ଆତଙ୍କ!

ପଞ୍ଜାବ ଓ ହରିଆଣା ହାଇକୋର୍ଟକୁ ବୋମା ଧମକ। ଏହାକୁ ନେଇ ପ୍ରତିଷେଧମୂଳକ ବ୍ୟବସ୍ଥା ସ୍ୱରୂପ ତୁରନ୍ତ କୋର୍ଟ ରୁମକୁ ଖାଲି କରାଯାଇଛି। ହାଇକୋର୍ଟ ବାର୍ ଆସୋସିଏସନ ସର୍କୁଲାର…

ପୂଜା ମାଫିଆ କି ଆତଙ୍କବାଦୀ ନୁହଁନ୍ତି- ଆଗୁଆ ଜାମିନ ଦେଲେ ସୁପ୍ରିମକୋର୍ଟ

ପୂର୍ବତନ IAS ପ୍ରଶିକ୍ଷାର୍ଥୀ ପୁଜା ଖେଡକରଙ୍କୁ ମିଳିଲା ଆଗୁଆ ଜାମିନ୍। ସୁପ୍ରିମକୋର୍ଟ ପୂଜାଙ୍କ ଆଗୁଆ ଜାମିନ ଆବେଦନକୁ ଅନୁମତି ଦେଇଛନ୍ତି। ୟୁପିଏସସି ପରୀକ୍ଷାରେ ମିଛ ଓବିସି ଓ…

ଓ୍ୱାକଫ ଏକ ଇସଲାମ କନସେପ୍ଟ କିନ୍ତୁ ଜରୁରୀ ପାର୍ଟ ନୁହେଁ- ସୁପ୍ରିମକୋର୍ଟରେ କହିଲା କେନ୍ଦ୍ର

ଓ୍ୱାକଫ ଏକ ଇସଲାମ କନସେପ୍ଟ। ଏହା ଇସଲାମର ଜରୁରୀ ପାର୍ଟ ନୁହେଁ। ଓ୍ୱାକଫକୁ ନେଇ ସୁପ୍ରିମକୋର୍ଟକୁ ଏଭଳି କହିଲେ କେନ୍ଦ୍ର ସରକାର। ସଲିସିଟର ଜେନେରାଲ ତୁଷାର ମେହେଟ୍ଟା…