ଶାହାରୁଖଙ୍କ ବିରୁଦ୍ଧରେ ସମୀର ଓ୍ୱାଙ୍ଖେଡେଙ୍କ ମାନହାନି ପିଟିସନ- ଶୁଣାଣୀ କରିବାକୁ ମନା କଲେ ଦିଲ୍ଲୀ ହାଇକୋର୍ଟ

ଆଇଆରଏସ ଅଧିକାରୀ ସମୀର ଓ୍ୱାଙ୍ଖଡ଼େଙ୍କ ଦ୍ୱାରା କରାଯାଇଥିବା ମାନହାନି ମକଦ୍ଦମାର ବିଚାର କରିବାକୁ ମନା କରିଦେଲେ ଦିଲ୍ଲୀ ହାଇକୋର୍ଟ। ମାମଲା ମୁମ୍ୱାଇର ହୋଇଥିଲା ବେଳେ ଦିଲ୍ଲୀରେ ଏହାର…

ଆଦାନୀ ସମୂହ ବିରୋଧୀ ରିପୋର୍ଟିଂ- କଣ୍ଟେଣ୍ଟ ହଟାଇବା ଆଦେଶକୁ ରବିଶ କୁମାରଙ୍କ ଚ୍ଯାଲେଞ୍ଜ

ଗୌତମ ଆଦାନୀଙ୍କ ଉପରେ ମିଡିଆ ରିପୋର୍ଟିଂକୁ ରୋକିବା ନେଇ କେନ୍ଦ୍ରର ନିଷ୍ପତ୍ତିକୁ ଦିଲ୍ଲୀ ହାଇକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ ବରିଷ୍ଠ ସାମ୍ୱାଦିକ ରବିଶ କୁମାର। ଆଦାନୀଙ୍କ ଉପରେ ପ୍ରସାରିତ…

ବିଏମଡବ୍ଲୁ ଦୁର୍ଘଟଣା- କାହିଁକି ଆହତଙ୍କୁ ୧୯ କିଲୋମିଟର ଦୂର ହସ୍ପିଟାଲକୁ ନିଆଗଲା?

ଦିଲ୍ଲୀରେ ବିଏମଡବ୍ଲୁ କାର ଦୁର୍ଘଟଣା ଘଟଣାରେ କାହିଁକି ଆହତଙ୍କୁ ୧୯ କିଲୋମିଟର ଦୂର ହସ୍ପିଟାଲକୁ ନେଇଥିଲେ ଅଭିଯୁକ୍ତ। ଡ୍ରାଇଭରର ଜାମିନ୍ ଆବେଦନ ଉପରେ ଶୁଣାଣୀ ବେଳେ ଅଭିଯୁକ୍ତଙ୍କ…

ପୁଲିସକୁ ପିଟିଲେ ଓକିଲ- ବାରାଣସୀରେ ବିବାଦ

ବାରାଣସୀରେ ପୁଲିସ- ଓକିଲ ଭିତରେ ବିବାଦ ଥମିବାର ନାଁ ଧରୁନି। ପୁରୁଣା ଜମି ବିବାଦର ପ୍ରତିଶୋଧ ନେବାକୁ ଜଣେ ଏସଆଇ ମିଥିଲେଶ ପ୍ରଜାପତିଙ୍କୁ ସଂଘବଦ୍ଧ ଆକ୍ରମଣ କରିଥିଲେ…

ପହଲଗାଁଓ ଆକ୍ରମଣ- ତଦନ୍ତର ଅବଧି ଓ ଅଭିଯୁକ୍ତଙ୍କ କଷ୍ଟଡି ବୃଦ୍ଧି

ପହଲଗାଁଓ ଆକ୍ରମଣ ଘଟଣାରେ ଏନଆଇଏ ସ୍ପେଶିଆଲ କୋର୍ଟ ତଦନ୍ତର ଅବଧିକୁ ବଢ଼ାଇଦେଇଛନ୍ତି। ଏହା ସହ ଦୁଇ ଅଭିଯୁକ୍ତଙ୍କର କଷ୍ଟଡିକୁ। ଜମ୍ମୁରେ ଥିବା ଏନଆଇଏ ସ୍ପେଶିଆଲ କୋର୍ଟ ୪୫…

ଚାର୍ଲି ହତ୍ୟାକାଣ୍ଡ- ବିପଦରେ ପଟ୍ଟେଲଙ୍କ ପଦ!

ଚାର୍ଲି କିର୍କ ହତ୍ୟାକାଣ୍ଡ ଅନ୍ତରାଷ୍ଟ୍ରୀୟ ମୁଦ୍ଦା ହୋଇସାରିଛି। ଏହାକୁ ଏଫବିଆଇର ବଡ଼ ବିଫଳତା ବୋଲି ବିବେଚନା କରାଯାଉଛି। ଏଫବିଆଇ ନିର୍ଦେଶକ କାସ୍ ପଟେଲ ପଦରୁ ହଟିବେ ବୋଲି…

ଜଲି ଏଲଏଲବି-୩ର ଭାଇ ଓ୍ୱକିଲ ହୈ ଗୀତ ବିରୁଦ୍ଧରେ ପିଆଇଏଲ- ସେପ୍ଟେମ୍ୱର ୯ରେ ଶୁଣାଣୀ

ଜଲି ଏଲଏଲବି -୩ରେ ଥିବା ଭାଇ ଓକିଲ ହୈ ଗୀତ ବିରୁଦ୍ଧରେ ମଧ୍ୟପ୍ରଦେଶ ହାଇକୋର୍ଟରେ ଜନସ୍ୱାର୍ଥ ମାମଲା ରୁଜୁ ହୋଇଛି। ଏହା ଆଇନଗତ ପେଶାକୁ ଉପହାସ କରୁଛି…

ଏଆଇଏଫଏଫକୁ ଗ୍ରୀନ୍ ସିଗନାଲ- ଫୁଟବଲ ପ୍ରତିଯୋଗିତା କର- କମର୍ସିଆଲ ପାର୍ଟନର ପାଇଁ ଜଷ୍ଟିସ ନାଗେଶ୍ୱର ରାଓ ନିଯୁକ୍ତ

ଅଲ୍ ଇଣ୍ଡିଆ ଫୁଟବଲ ଫେଡେରେସନ ବା ଏଆଇଏଫଏଫ ଓ ଏହାର କମର୍ସିଆଲ ପାର୍ଟନର ପ୍ରସ୍ତାବକୁ ଗ୍ରହଣ କରିଛନ୍ତି ସୁପ୍ରିମକୋର୍ଟ। ୨୦୨୫-୨୬ ପାଇଁ ଧାର୍ଯ୍ୟ ସମୟରେ ଫୁଟବଲ ପ୍ରତିଯୋଗିତା…

ଅଲ ଇଣ୍ଡିଆ ବାର୍ ପରୀକ୍ଷା: ୩୫୦୦ ଟଙ୍କା ଫି ଯୁକ୍ତିଯୁକ୍ତ- ସୁପ୍ରିମକୋର୍ଟ

ଅଲ ଇଣ୍ଡିଆ ବାର୍ ପରୀକ୍ଷା ଲାଗି ଧାର୍ଯ୍ୟ ହୋଇଥିବା ୩ହଜାର୫ଶହ ଟଙ୍କା ଫି କୁ ଯଥାର୍ଥ ବୋଲି କହିଛନ୍ତି ସୁପ୍ରିମକୋର୍ଟ। ବାର୍ କାଉନସିଲ ଅଫ ଇଣ୍ଡିଆ ଦ୍ୱାରା…

ଦିଲ୍ଲୀ ଦଙ୍ଗାର ଷଡ଼ଯନ୍ତ୍ରକାରୀ- ଅଭିଯୁକ୍ତଙ୍କ ଜାମିନ ପୁଣି ଖାରଜ

ଦିଲ୍ଲୀ ଦଙ୍ଗାର ଷଡ଼ଯନ୍ତ୍ରକାରୀ ମାମଲାରେ ପୁଣି ମିଳିଲାନି ଜାମିନ୍। ଉମର ଖାଲିଦ୍, ସରଜିଲ ଇମାମ ଓ ତସଲିମ ଅହମ୍ମଦଙ୍କୁ ପୁଣି କୋର୍ଟରୁ ଲାଗିଛି ଝଟକା। ଦିଲ୍ଲା ହାଇକୋର୍ଟ…

ଜାରି ରହିବ E20 ପେଟ୍ରୋଲ ନୀତି

ଜାରି ରହିବ କେନ୍ଦ୍ର ସରକାରଙ୍କ E20 ପେଟ୍ରୋଲ ନୀତି। ଏହାକୁ ଚ୍ଯାଲେଞ୍ଜ କରି ଆଗତ ଜନସ୍ୱାର୍ଥ ମାମଲାକୁ ଖାରଜ କରିଦେଲେ ସୁପ୍ରିମକୋର୍ଟ। କୋର୍ଟ କହିଛନ୍ତି, ସରକାର ସବୁ…