ମନ୍ଦିରରେ ଭିଆଇପି ଦର୍ଶନ ନାଁରେ ନକଲି ୨୧ ପୂଜକ ଗିରଫ

କାଶୀ ବିଶ୍ୱନାଥ ମନ୍ଦିରରେ ଭିଆଇପି ଦର୍ଶନ ଓ ସ୍ୱତନ୍ତ୍ର ପୂଜା କରିବା ଆଳରେ ୨୧ ଗିରଫ। ନିଜକୁ ପୂଜକ କହି ଶ୍ରଦ୍ଧାଳୁଙ୍କଠୁ ମୋଟା ଅଙ୍କର ଅସୁଲି ନେଉଥିଲେ…

ଜୁଲାଇ ପହିଲାରୁ ଲାଗୁ- ତତ୍କାଳ ଟିକଟ ବୁକିଂ ପାଇଁ ଭେରିଫାଏଡ୍ ଆଧାର ଅନିର୍ବାର୍ଯ୍ୟ

ଅଥେଣ୍ଟିକେସନ ଆଧାର କାର୍ଡଧାରୀ ବା ଭେରିଫାଏଡ୍ କାର୍ଡଧାରୀ ହିଁ ତତ୍କାଳ ଟିକଟ ବୁକ୍ କରିପାରିବେ। ଜୁଲାଇ ପହିଲାରୁ ଏହା ଲାଗୁ ହେବ ବୋଲି ରେଳ ମନ୍ତ୍ରାଳୟ କହିଛି।…

ବ୍ଲାକମେଲିଂ ଓ ଦାଦାବଟି ଅସୁଲିରେ ଦୁଇ ଆଙ୍କର ଗିରଫ

ବ୍ଲାକମେଲିଂ ଓ ଦାଦାବଟି ମାମଲାରେ ବନ୍ଧା ହେଲେ ଦୁଇ ଆଂକର। ଜଣେ ହେଲେ ଭାରତ ୨୪ ନ୍ୟୁଜ ଚାନେଲର ଆଙ୍କର ସାଜିଆ ନିସାର ଓ ଅମର ଉଜାଲା…

ପ୍ରେମିକ ସହ ମିଶି ଶ୍ୱଶୁର ଘରେ ଡକାୟତି କରିଥିଲା ବୋହୂ

ପ୍ରେମିକ ପାଇଁ ଚୋର ହେଲେ ଘରର ବୋହୂ। ପ୍ରେମିକ ସହ ମିଶି ଘରେ ଡକାୟତି କରିଥିଲା ବୋହୂ। ଆଉ ଘରୁ ୧୫ ଲକ୍ଷ ଟଙ୍କାର ଗହଣା ଓ…

ସାବଧାନ୍- ସାଙ୍ଗକୁ ଧାର୍ ଦେଉଛନ୍ତି କି?

ସାଙ୍ଗକୁ ଧାର ଦେଉଛନ୍ତି କି। ସାବଧାନ। ସାଙ୍ଗ ଭାବି ଧାର୍ ଦେଉଥିଲେ ଶହେ ଥର ଭାବନ୍ତୁ। ଧାର ଟଙ୍କା ସାଙ୍ଗ ଫେରାଇବ ତ। ନା ଧରାଛୁଆଁ ଦେବନି।…

ଲାଞ୍ଚୁଆ ଅଫିସର ଚେତିଯାଆନ୍ତୁ- ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ

ଦୁର୍ନୀତି ବିରୋଧୀ ସହନଶୀଳତା ନୀତି ମୋହନ ସରକାରଙ୍କ ସଂକଳ୍ପ। ଦୁର୍ନୀତି ଯିଏ କରିବ, ସେ ଜେଲ୍ ଯିବ। ଯେଉଁଠି ଥିଲେ ବି ବନ୍ଧା ହେବ ବୋଲି କହିଛନ୍ତି…

ମୁଁ ପଳାତକ ନୁହେଁ- ଚର୍ଚ୍ଚାରେ ମାଲ୍ୟାଙ୍କ ପୋଡ଼କାଷ୍ଟ

ସେ ପଳାତକ ନୁହଁନ୍ତି। ତତ୍କାଳୀନ ଅର୍ଥମନ୍ତ୍ରୀ ଅରୁଣ ଜେଟଲିଙ୍କୁ କହି ସେ ଭାରତ ଛାଡ଼ିଥିଲେ। ତାଙ୍କୁ ଚୋର କହିବା ଭୁଲ୍। ୬ହଜାର୨ଶହ କୋଟି ଟଙ୍କା ବଦଳରେ ବ୍ୟାଙ୍କ…

ବିଶ୍ୱର ସର୍ବବୃହତ ଉଚ୍ଚତମ ରେଳବ୍ରିଜ ଲୋକାର୍ପିତ

ଜମ୍ମୁ ଓ କଶ୍ମୀର ରଚିଲା ଏକ ନୂତନ ଇତିହାସ। ଚେନାବ ନଦୀ ଉପରେ ନିର୍ମିତ ବିଶ୍ୱର ସର୍ବାଧିକ ଉଚ୍ଚତମ ରେଳ ବ୍ରିଜକୁ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି…

ରିଲିଜର ଫାଷ୍ଟ ଡେ- ବିବାଦ ସତ୍ତ୍ୱେ ଧମାଲ କଲା ଥଗ୍ ଲାଇଫ୍

ଥଗ ଲାଇଫ ଫିଲ୍ମ ରିଲିଜ୍ ହୋଇଛି। କମଲ ହାସନ ଅଭିନୀତ ଓ ମଣିରତ୍ନମଙ୍କ ନିର୍ଦେଶିତ ଏହି ବହୁ ପ୍ରତୀକ୍ଷିତ ଫିଲ୍ମ ପ୍ରେକ୍ଷାଳୟକୁ ଆସିଛି। ନାୟକନ୍ (1987) ପରେ…

ଜଷ୍ଟିସ ବର୍ମାଙ୍କ ବିରୁଦ୍ଧରେ ଏତଲା ରୁଜୁ ଲାଗି ଅନୁମତି ଲୋଡ଼ି ସିଜେଆଇଙ୍କୁ ଚିଠି ଲେଖିଲା ବମ୍ୱେ ଓକିଲ ସଂଘ

ଆଲହାବାଦ ଉଚ୍ଚନ୍ୟାୟାଳୟର ବିଚାରପତି ଜଷ୍ଟିସ ଯଶବନ୍ତ ବର୍ମାଙ୍କ ବିରୁଦ୍ଧରେ ଏତଲା ରୁଜୁ ଲାଗି ପ୍ରଧାନବିଚାରପତିଙ୍କୁ ଚିଠି ଲେଖିଲା ବମ୍ୱେ ଓକିଲ ସଂଘ। ଦିଲ୍ଲୀସ୍ଥିତ ସରକାରୀ ବଙ୍ଗଳାରୁ ଅନଧିକୃତ…

ଜି-୭ରେ ସାମିଲ୍ ହେବେନି ମୋଦି- ଭାଙ୍ଗିବ ୬ ବର୍ଷର ପରମ୍ପରା

ଜି-୭ ସମ୍ମିଟରେ ଏଥର ସାମିଲ୍ ହେବେନି ପ୍ରଧାନମନ୍ତ୍ରୀ ମୋଦି। ଗଲା ୬ ବର୍ଷ ଧରି ଭାରତ ଏହି ସମ୍ମିଟରେ ସାମିଲ୍ ହୋଇଆସୁଥିଲା। କାରଣ ଏଥର ଏହି ସମ୍ମିଳନୀର…

ଟଙ୍କା ମାଗିବାରୁ ପ୍ରେମିକକୁ ମର୍ଡର କରିଦେଲା ପ୍ରେମିକା

ବିବାହିତା ଗାର୍ଲଫ୍ରେଣ୍ଡକୁ ବିବାହ କରିବାକୁ ଚାପ ପକାଇବା ମହଙ୍ଗା ପଡ଼ିଲା। ଶେଷରେ ପ୍ରେମିକା ଓ ତାର ସ୍ୱାମୀ ହାତରେ ଜୀବନ ଗଲା ଯୁବକର। ୟୁପିର ହଲଦୋନିର ବନଭୁଲପୁରାରେ…