ରୁଷ ରାଷ୍ଟ୍ରପତି ପୁଟିନ ଦେଲେ ଧମକ

ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଦୁଇ ବର୍ଷରୁ ଅଧିକ ସମୟ ଧରି ଚାଲିଥିବା ଯୁଦ୍ଧକୁ ନେଇ ସଂପୃକ୍ତ ଅଞ୍ଚଳରେ ଉତ୍ତେଜନା ଲାଗି ରହିଛି। ଆମେରିକା ଏବଂ ଜର୍ମୀନା…

ଭିଏତନାମରେ ବାତ୍ୟା ‘ୟାଗି’ର ତାଣ୍ଡବ, ଭୁସ୍ଖଳନରେ ଗଲାଣି ୪୪ ଜଣଙ୍କ ଜୀବନ

ଭିଏତନାମରେ ବାତ୍ୟା ‘ୟାଗି’ ତାଣ୍ଡବ ରଚିଛି । ସାମୁଦ୍ରିକ ଝଡ଼ରେ ସବୁକିଛି ଛାରଖାର ହୋଇଯାଇଛି । ‘ୟାଗି’ କୋପରେ ଭିଏତନାମରେ ପ୍ରାୟ ୫୯ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା…

ପାରାଅଲମ୍ପିକ୍ସରେ ପ୍ରବୀଣଙ୍କ ସ୍ୱର୍ଣ୍ଣପଦକ

ପ୍ୟାରିସ୍ ପାରାଲିମ୍ପିକ୍ସରେ ଭାରତ ଲାଗି ସ୍ୱର୍ଣ୍ଣ ପଦକ ଆଣିଲେ ପ୍ରବୀଣ। ପୁରୁଷ ହାଇଜମ୍ପ୍ ରେ ପ୍ରବୀଣ କୁମାର ସ୍ୱର୍ଣ୍ଣ ପଦକ ଜିତି ଭାରତକୁ ଗୌରବାନ୍ୱିତ କରିଛନ୍ତି। ଟି-୪୪…

ମୋଦୀ  ୩.୦ର ପ୍ରଥମ ୧୦୦ ଦିନରେ ‘ଆକ୍ଟ ଇଷ୍ଟ’ ନୀତି ଉପରେ ଗୁରୁତ୍ୱ

ମୋଦୀ ୩.୦ ର ପ୍ରଥମ ଶହେ ଦିନରେ ଭାରତର ‘ଆକ୍ଟ ଇଷ୍ଟ’ ନୀତିକୁ ଆଗରେ ରଖାଯାଇଛି ଏବଂ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଏବଂ ବୈଦେଶିକ ବ୍ୟାପାର ମନ୍ତ୍ରୀ ସମସ୍ତେ…

ଭେନିସ୍ ଫିଲ୍ମ ଫେଷ୍ଟିଭାଲରେ ‘ଘାଟଶ୍ରାଦ୍ଧ’

ପ୍ରଖ୍ୟାତ ଚଳଚ୍ଚିତ୍ର ନିର୍ମାତା ଗିରୀଶ କସରବାଲିଙ୍କ ୧୯୭୭ ମସିହାର ଚଳଚ୍ଚିତ୍ର ‘ଘାଟଶ୍ରାଦ୍ଧ’ର ପୁନରୁଦ୍ଧାର ସଂସ୍କରଣ ୮୧ ତମ ଭେନିସ୍ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବରେ ପ୍ରଦର୍ଶିତ ହୋଇଯାଇଛି ।…

ପ୍ୟାରିସ୍‌ ପାରାଲିମ୍ପିକ୍ସ : ସଚିନ୍‌ ସରଜେରାଓଙ୍କୁ ରୌପ୍ୟ

ପ୍ୟାରିସ୍‌ ପାରାଲିମ୍ପିକ୍ସରେ ଭାରତକୁ ଆଉ ଏକ ପଦକ ମିଳିଛି। ବୁଧବାର ପୁରୁଷ ଏଫ୪୬ ସଟ୍‌ ପୁଟ୍‌ରେ ସଚିନ୍‌ ସରଜେରାଓ ଖିଲାରି ୧୬.୩୨ ମିଟରର ଶ୍ରେଷ୍ଠ ଥ୍ରୋ ସହିତ…

ଆମେରିକାର ଟେକ୍ସାସରେ ସିରିଜ ଦୁର୍ଘଟଣା : ୪ ଭାରତୀୟଙ୍କ ମୃତ୍ୟୁ

ଆମେରିକାର ଟେକ୍ସାସ ଏକ ସିରିଜ ଦୁର୍ଘଟଣା ଘଟିଛି । ଦ୍ରୁତଗତିରେ ଆସୁଥିବା ଏକ ଟ୍ରକ ଗୋଟିଏ ଏସୟୁଭି କାରକୁ ପଛରୁ ଧକ୍କା ଦେବା ପରେ ସେଥିରେ ନିଆଁ…

ପ୍ୟାରିସ ଅଲିମ୍ପିକ୍ସରେ ଇତିହାସ ରଚିଲେ ସୁମିତ ଅନ୍ତିଲ

 ପ୍ୟାରିସ ଅଲିମ୍ପିକ୍ସରେ ଇତିହାସ ରଚିଲେ ସୁମିତ ଅନ୍ତିଲ। ଲଗାତର ଭାବେ ଜିତିଲେ ଦୁଇ ଦୁଇଟି ସ୍ୱର୍ଣ୍ଣ ପଦକ। ଲଗାତାର ଭାବେ ଦୁଇ ଦୁଇଟି ପାରାଅଲିମ୍ପିକ୍ସରେ ସ୍ୱର୍ଣ୍ଣ ଜିତିବାରେ…

ୟୁକ୍ରେନ ଉପରେ ଋଷର ମିସାଇଲ ମାଡ଼ , ମୃତ୍ୟୁ ସଂଖ୍ୟା ୫୦ ରୁ ବୃଦ୍ଧି

ୟୁକ୍ରେନ ଉପରେ ହମଲାକୁ ଆହୁରି ଜୋରଦାର କରିଛି ରୁଷ। ୟୁକ୍ରେନର କେନ୍ଦ୍ରୀୟ ଅଞ୍ଚଳରେ ଆଜି ରୁଷ ପକ୍ଷରୁ ବାଲାଷ୍ଟିକ ମିସାଇଲ ଦ୍ୱାରା ଆକ୍ରମଣ କରାଯାଇଛି। ରୁଷର ଦୁଇଟି…

ପ୍ୟାରିସ୍ ପାରାଲିମ୍ପିକ୍ସରେ ଭାରତର ଆଣିଲା ୨୦ ପଦକ

ପ୍ୟାରିସ୍ ପାରାଲିମ୍ପିକ୍ସରେ ଭାରତର ପଦକ ସଂଖ୍ୟା ୨୦ରେ ପହଞ୍ଚିଛି। ପଦକ ସଂଖ୍ୟାରେ ଏହା ଭାରତର ସର୍ବକାଳୀନ ରେକର୍ଡ ହୋଇପାରିଛି। ଗତ ଟୋକିଓ ପାରାଲିମ୍ପିକ୍ସରେ ଭାରତ ମୋଟ ୧୯…