ବିଏସପି-ଆଇଏନଏଲଡି ମେଣ୍ଟ: ଅଭୟ ଚୌତାଲା ମୁଖ୍ୟମନ୍ତ୍ରୀ ଚେହେରା

ହରିଆଣାରେ ବିଏସପି ସହ ମେଣ୍ଟ କଲା ଆଇଏନଏଲଡି। ବିଏସପିର ଜାତୀୟ ସଂଯୋଜକ ଆକାଶ ଆନନ୍ଦ ଏହା ଘୋଷଣା କରିଛନ୍ତି। ଆଇଏନଏଲଡିର ଅଭୟ ଚୌତାଲା ଏହି ଗଠବନ୍ଧନର ମୁଖ୍ୟମନ୍ତ୍ରୀ…

କମଲ ହାସନଙ୍କ ଅଭିନୀତ ଫିଲ୍ମ ଗୁନା ରି-ରିଲିଜ୍ ଉପରେ ରହିତାଦେଶ

କପିରାଇଟ ବିବାଦରେ ପଶିଛି କମଲ ହାସନଙ୍କ ଅଭୀନିତ ଫିଲ୍ମ ଗୁନା। ମାଡ୍ରାସ ହାଇକୋର୍ଟ ସାନି ରିଲିଜ ଉପରେ ରହିତାଦେଶ ଜାରି କରିଛନ୍ତି।  ଆବେଦନକାରୀ ଘନଶ୍ୟାମ ହେମଦେବ କୋର୍ଟକୁ…

ନିଟ୍ ବିବାଦ : ଜୁଲାଇ ୧୮ରେ ଶୁଣାଣୀ

ନିଟ୍-ୟୁଜି ପରୀକ୍ଷାରେ ବ୍ୟାପକ ଅନିୟମିତତା ହୋଇନି। ଆଇଆଇଟି ମାଡ୍ରାସ ଏକ୍ସପର୍ଟଙ୍କ ଦ୍ୱାରା ଡାଟା ଆନାଲିସିସରୁ ଅନୁଧ୍ୟାନ ହୋଇଛି ଯେ, ପରୀକ୍ଷା ପରିଚାଳନାରେ କୌଣସି ଅସ୍ୱାଭାବିକତା ନାହିଁ। ସେଥିଲାଗି…

ଚାମ୍ପିଅନ୍ସ ଟ୍ରଫି ଖେଳିବାକୁ ପାକିସ୍ତାନ ଯିବନି ଟିମ ଇଣ୍ଡିଆ

ଚାମ୍ପିଅନ୍ସ ଟ୍ରଫି ଖେଳିବାକୁ ପାକିସ୍ତାନ ଯିବନି ଟିମ ଇଣ୍ଡିଆ। ଦୁବାଇ କିମ୍ବା ଶ୍ରୀଲଙ୍କାରେ ମ୍ୟାଚ ଆୟୋଜନ ହେବାର ସମ୍ଭାବନା ରହିଛି। ବିସିସିଆଇ ଟିମ ଇଣ୍ଡିଆକୁ ପାକିସ୍ତାନ ପଠାଇବାକୁ…

ଆସାମରେ ପ୍ରଳୟଙ୍କାରୀ ବନ୍ୟା: ୧୨ଜଣଙ୍କ ମତ୍ୟୁ

ଆସାମରେ ବନ୍ୟା ବିତ୍ପାତ। ପ୍ରଳୟଙ୍କାରୀ ବନ୍ୟାରେ ମୃତ୍ୟୁ ସଂଖ୍ୟା ମୋଟ ୧୨ରେ ପହଞ୍ଚିଛି। ଜୀବଜନ୍ତୁ ସହ ଲୋକମାନେ ବିଶେଷ ଭାବେ ପ୍ରଭାବିତ ହୋଇଛନ୍ତି। ୨୬ ଜିଲ୍ଲାର ପ୍ରାୟ…

ସାଇନା ନେହୱାଲଙ୍କ ସହ ବ୍ୟାଡମିଣ୍ଟନ ଖେଳିଲେ ରାଷ୍ଟ୍ରପତି

ଅଲିମ୍ପିକ୍ସ ବ୍ରୋଞ୍ଜ ପଦକ ବିଜେତା ସାଇନା ନେହୱାଲଙ୍କ ସହ ବ୍ୟାଡମିଣ୍ଟନ ଖେଳିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ବୁଧବାର ରାଷ୍ଟ୍ରପତି ଭବନରେ ବ୍ୟାଡମିଣ୍ଟନ ଖେଳିଛନ୍ତି ମହାମହିମ ରାଷ୍ଟ୍ରପତି।…

୭ ଦିନିଆ ରିମାଣ୍ଡରେ ମିହିର ଶାହା

ମୁମ୍ୱାଇ-ଓ୍ୱର୍ଲି ହିଟ୍ ଆଣ୍ଡ ରନ୍ ମାମଲାରେ ମୁଖ୍ୟ ଅଭିଯୁକ୍ତ ମିହିର ଶାହାଙ୍କୁ ଜୁଲାଇ ୧୬ ଯାଏ ପୁଲିସ ହେପାଜତକୁ ନେଇଛି। ରିମାଣ୍ଡରେ ନେଇଥିବା ପୁଲିସ ଯୁକ୍ତି ଦର୍ଶାଇଥିଲା…

ଡେଙ୍ଗୁ ସ୍ଥିତି ସମୀକ୍ଷା କଲେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ

କାୟା ମେଲାଇବାରେ ଲାଗିଛି ଡେଙ୍ଗୁ। ଏହାକୁ ନିରାକରଣ ଲାଗି ସ୍ୱାସ୍ଥ୍ୟ ମନ୍ତ୍ରଣାଳୟରେ ସମୀକ୍ଷା କରିଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଜେପି ନଡ୍ଡା। ଡେଙ୍ଗୁ ମୁକାବିଲା ଲାଗି ରାଜ୍ୟଗୁଡ଼ିକ ଆବଶ୍ୟକୀୟ…

ଜୁଲାଇ ୧୨ରେ ବିଭବଙ୍କ ଜାମିନ ରାୟ

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲଙ୍କ ପୂର୍ବତନ ବ୍ୟକ୍ତିଗତ ସଚିବ ବିଭବ କୁମାରଙ୍କ ଜାମିନ ସଂକ୍ରାନ୍ତରେ ରାୟ ସଂରକ୍ଷିତ ରଖିଲେ ଦିଲ୍ଲୀ ହାଇକୋର୍ଟ। ସ୍ୱାତୀ ମାଲିଓ୍ୱାଲଙ୍କୁ ଆକ୍ରମଣ ଓ…

ଗୌତମ ଗମ୍ଭୀର ଟିମ୍ ଇଣ୍ଡିଆର ନୂଆ ମୁଖ୍ୟ କୋଚ୍

ପୂର୍ବତନ ଭାରତୀୟ ଓପନିଂ ବ୍ୟାଟ୍ସମ୍ୟାନ ଗୌତମ ଗମ୍ଭୀର ଟିମ୍ ଇଣ୍ଡିଆର ନୂଆ ମୁଖ୍ୟ କୋଚ୍ ନିଯୁକ୍ତ ହୋଇଛନ୍ତି । ରାହୁଲ ଦ୍ରାବିଡଙ୍କ କାର୍ଯ୍ୟକାଳ ଶେଷ ହେବା ପର…