ତିହିଡି ବଜାରରେ ଡ୍ରେନେଜ ବ୍ୟବସ୍ଥା ଶୋଚନୀୟ, ଅସ୍ୱାସ୍ଥ୍ୟକର ପରିବେଶ ପାଇଁ ସାଧାରଣରେ ଅସନ୍ତୋଷ

ଭଦ୍ରକ : ଭଦ୍ରକ ଜିଲା ତିହିଡ଼ି ବଜାରର ଡ୍ରେନେଜ ବ୍ୟବସ୍ଥା ଶୋଚନୀୟ ହୋଇପଡିଛି । ଅସରାଏ ବର୍ଷା ହେଲେ ରାସ୍ତାର ଦୁଇ ପାର୍ଶ୍ୱରେ ପାଣି ଦୀର୍ଘଦିନ ଧରି…

ତିହିଡ଼ି ବ୍ଲକ ରିଟେଲର ସଂଘ ର କାର୍ଯ୍ୟକାରିଣୀ ବୈଠକ

ଭଦ୍ରକ : ଭଦ୍ରକ ଜିଲା ତିହିଡ଼ି ବ୍ଲକ ରିଟେଲର ସଂଘ ପକ୍ଷରୁ ମନ୍ଦୋଦରୀ କଲ୍ୟାଣ ମଣ୍ଡପ ରେ ତିହିଡି ବ୍ଲକ ସଭାପତି ରବିନ୍ଦ୍ର ମହାକୁଳଙ୍କ ପୌରାହିତ୍ୟ ରେ…

ପ୍ରଧାନମନ୍ରୀ ସଡ଼କ ଉପରେ ଚଉଁରା ଉଚ୍ଛେଦ ଦାବିରେ ଗଣଧାରଣା

ଭଦ୍ରକ : ଭଦ୍ରକ ଜିଲା ତିହିଡ଼ି ବ୍ଳକ ମହରମପୁର ପଞ୍ଚାୟତ ଅଧୀନ ତରାଶୁଣି (ଘଡ଼େଇସାହି)ରେ ପ୍ରଧାନମନ୍ରୀ ସଡ଼କ ଉପରେ ନିର୍ମିତ ହୋଇଥିବା ଏକ ପୁରାତନ ଚଉଁରାକୁ ଉଚ୍ଛେଦ…

କ୍ଷତିପୂରଣ ରାଶି ଅପେକ୍ଷାରେ ପୀଡିତା

ଭଦ୍ରକ : ଚାରିବର୍ଷ ପୂର୍ବେ ଟୁ୍ୟବୋକ୍ଝମି ବା ପରିବାର ନିୟୋଜନ ଅସ୍ତ୍ରୋପଚାର ହୋଇଥିଲା। କିନ୍ତୁ ତ୍ରୁଟିପୂର୍ଣ୍ଣ ଅସ୍ତ୍ରୋପଚାର ପାଇଁ ମହିଳାଙ୍କୁ ଯାବତୀୟ ସମସ୍ୟାର ସମ୍ମୁଖୀନ ହେବାକୁ ପଡିଲା।…

୩ ଟି କନିଷ୍ଠ ମହାବିଦ୍ୟାଳୟର ଯୁକ୍ତ ଦୁଇ କଳା ଓ ଧନ୍ଦାମୂଳକ ଶିକ୍ଷାର ପରୀକ୍ଷା ଫଳ, ଭଦ୍ରକ କନିଷ୍ଠ ମହାବିଦ୍ୟାଳୟର ସ୍ୱାଗତିକା ନାୟକ ଟପ୍ପର

ଭଦ୍ରକ : ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚ୍ଏସଇ) ଯୁକ୍ତ ଦୁଇ କଳା ପରୀକ୍ଷା ଫଳରେ ଭଦ୍ରକ ଯୁକ୍ତ ଦୁଇ କନିଷ୍ଠ ମହାବିଦ୍ୟାଳୟର ପାସ୍ ହାର ୯୪…

ତିହିଡ଼ି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ୨ କଳା ପରୀକ୍ଷା ଫଳ ପ୍ରକାଶିତ, ବର୍ଷା ପ୍ରିୟଦର୍ଶନୀ କର କଲେଜ ଟପ୍ପର

ଭଦ୍ରକ : ଭଦ୍ରକ ଜିଲା ତିହିଡ଼ି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ୨ କଳା ପରୀକ୍ଷା ଫଳ ଗୁରୁବାର ଅପରାହ୍ନରେ ପ୍ରକାଶ ପାଇଛି। ଏହି ବିଦ୍ୟାଳୟରେ ମୋଟ ୨୩୮…

ଜମିଜମାକୁ କେନ୍ଦ୍ର କରି ଗଣ୍ଡଗୋଳକୁ ନେଇ ୨୦ଜଣଙ୍କ ନାମରେ ମାମଲା

ଭଦ୍ରକ : ଭଦ୍ରକ ଜିଲା ପୀରହାଟ ଥାନା ଅଧୀନ ଚାରିତରଫ ଗ୍ରାମରେ ଜମିରେ ବାଡ଼ ବସାଇବା ଓ ଉପାଡ଼ିବାକୁ ନେଇ ଦୁଇପକ୍ଷଙ୍କ ମଧ୍ଯରେ ଗଣ୍ଡଗୋଳ ଉପୁଜିଛି। ଏ…

ଜିଲା ସଂସ୍କୃତି ଅଧିକାରିଣୀଙ୍କ ସ୍ୱେଚ୍ଛାଚାରିତା ବିରୁଦ୍ଧରେ ଅଭିଯୋଗ, ୭ ଦଫା ଦାବି ନେଇ ବାସୁଦେବପୁର କଳାକାର ସଂଘ ପକ୍ଷରୁ ଜିଲା ପ୍ରଶାସନର ଦ୍ୱାରସ୍ଥ

ଭଦ୍ରକ : ଜିଲା ସଂସ୍କୃତି ଅଧିକାରିଣୀଙ୍କ ମନମୁଖୀ କାର୍ଯ୍ୟକୁ ନେଇ ବାସୁଦେବପୁର ବ୍ଲକ୍ର କଳାକାରମାନେ ୭ ଦଫା ଦାବିନେଇ ଆଜି ଜିଲା ପ୍ରଶାସନର ଦ୍ବାରସ୍ଥ ହୋଇଛନ୍ତି। ବାସୁଦେବପୁର…

ଜେଜେମା, ନାତି ଓ ନାତୁଣୀବୋହୂ ଶେଷରେ ଏକତ୍ରିତ ହେଲେ ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ କାର୍ଯ୍ୟାଳୟରେ

ଭଦ୍ରକ : ପାରିବାରିକ କନ୍ଦଳର ଏକ ସଫଳ ଏବଂ ସ୍ଥାୟୀ ସମାଧାନ ସମ୍ଭବ ହୋଇପାରିଛି। ଅଭିେଯାଗ କାରିଣୀ ଜମ୍ବୁ ବେହେରା ବୟସ ୮୦ ବର୍ଷ, ସ୍ୱମୀ ସ୍ବର୍ଗତ…

ଅମଲା ସଂଘ ଧର୍ମଘଟ ୮ଦିନରେ ପହଞ୍ଚିଲା, ରଜ ପୂର୍ବରୁ ଭତା ମିଳିବା ନେଇ ଅନିଶ୍ଚିତତା

ଭଦ୍ରକ : ସମଗ୍ର ରାଜ୍ୟରେ ଅମଲା ସଂଘ ପକ୍ଷରୁ ଧର୍ମଘଟ ଜାରୀ ରହିଛି । ଏହି ଧର୍ମଘଟ ୮ଦିନରେ ପହଞ୍ଚଛି । ତେବେ ଏହି ଧର୍ମଘଟ ଯୋଗୁ…

ବହୁଜନ ସମାଜପାର୍ଟି ତରଫରୁ ବାହାନଗା ରେଳ ଦୁର୍ଘଟଣା ମୃତକଙ୍କ ଉଦ୍ଦେଶ୍ୟରେ ଶୋକସଭା

ଭଦ୍ରକ : ବହୁଜନ ସମାଜପାର୍ଟି ଭଦ୍ରକ ଲୋକସଭା କମିଟିର ମାସିକିଆ ବୈଠକ ଜିଲ୍ଲା କାର୍ଯ୍ୟାଳୟ ସାହାପୁର ଠାରେ ଜିଲ୍ଲା ସଂଯୋଜକ ରିୟାଜୁଦ୍ଦିନ ଖାନ୍ ଙ୍କୁ ସଭାପତିତ୍ୱରେ ଅନୁଷ୍ଠିତ…