କନ୍ଧମାଳ ଜିଲ୍ଲା ମିଳିତ ଅମଲା ମଞ୍ଚ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ

କନ୍ଧମାଳ : ଜିଲ୍ଲାସ୍ତରୀୟ ଅମଲା ମାନଙ୍କ ସର୍ବନିମ୍ନ ପ୍ରବେଶିକା ଶିକ୍ଷାଗତ ଯୋଗ୍ୟତା ମାଟ୍ରିକ/ଉଚ୍ଚ ମାଧ୍ୟମିକରୁ, ସ୍ନାତକ ସହ କମ୍ପ୍ୟୁଟର ଦକ୍ଷତା ଧାର୍ଯ୍ୟ କରାଯାଇଥିବା ବେଳେ, ସଂଶୋଧିତ ବେତନହାର…

ଗାଁର ବିଭିନ୍ନ ସମସ୍ୟାକୁ ନେଇ ଗାଁରେ କନ୍ଧମାଳର ବିଜେପି ଟିମ୍

କନ୍ଧମାଳ : କନ୍ଧମାଳ ଜିଲ୍ଲା ଗାଁ ଗାଁ ରେ ବିଭିନ୍ନ ସମସ୍ୟା, ରାସ୍ତା ଘାଟ, ପାନୀୟ ଜଳ ଓ ବିଭିନ୍ନ ସମସ୍ୟାକୁ ସରକାରଙ୍କ ନିକଟରେ ପହଞ୍ଚାଇବା ଓ…

ବ୍ୟାଙ୍କରେ ଲାଗିଲା ନିଆଁ ଲାଗି ବହୁ ଗୁରୁତ୍ୱପୁର୍ଣ୍ଣ କାଗଜ ପାତ୍ର ନଷ୍ଟ ଅଗ୍ନିଶମ ବାହିନୀ ନିଆଁକୁ କଲେ ଆୟତ୍ତ

କନ୍ଧମାଳ : କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଗୋଛାପଡା ଠାରେ ଥିବା ଭାରତୀୟ ଷ୍ଟେଟ ବ୍ୟାଙ୍କ ଶାଖାରେ ନିଆଁ ଲାଗି ବହୁ ଗୁରୁତ୍ୱପୂର୍ଣ କାଗଜ ପାତ୍ର ଜଳିପୋଡି…

ଫିରିଙ୍ଗିଆ ପୋଲିସ କୁ ସଫଳତା, ୫ ବାଇକ ସହ ୧୦୫ କିଲୋ ଗଞ୍ଜେଇ ଜବତ ଦୁଇ ଆନ୍ତ ଜିଲ୍ଲା ମାଫିଆ ଗିରଫ, ତିନି ଫେରାର

କନ୍ଧମାଳ : ଫିରିଙ୍ଗିଆ ପୋଲିସ ବର୍ତମାନ ମଧ୍ୟ୍ୟ ଅପରେସନ ନୀଳ ଜହର ଅନ୍ତର୍ଗତ, ଅଞ୍ଚଳରୁ ଗଞ୍ଜେଇ ଚୋରା ଚାଲାଣ ଉପରେ ରୋକ ଲଗେଇବା ପାଇଁ ବିଭିନ୍ନ ଜାଗାରେ…

ଫୁଲବାଣୀ ସ୍ୱତନ୍ତ୍ର ଉନ୍ନୟନ ପରିଷଦର ସାଧାରଣ ପରିଷଦ ବୈଠକ

କନ୍ଧମାଳ : କନ୍ଧମାଳ ଜିଲ୍ଲା ସ୍ୱତନ୍ତ୍ର ଉନ୍ନୟନ ପରିଷଦର ଦ୍ୱିତୀୟ ସାଧାରଣ ପରିଷଦ ବୈଠକ ଫୁଲବାଣୀ ଆଇଟିଡିଏ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ…

ଦିନିକିଆ କନ୍ଧମାଳ ଗସ୍ଥରେ ରାଜ୍ୟ ସରକାରଙ୍କ ତିନି ମନ୍ତ୍ରୀ

କନ୍ଧମାଳ : କନ୍ଧମାଳ ଜିଲ୍ଲା ଦିନିକିଆ ଗସ୍ଥରେ ରାଜ୍ୟ ସରକାରଙ୍କ ତିନି ମନ୍ତ୍ରୀ । ରାଜ୍ୟ ଜଙ୍ଗଲ ପରିବେଶ ଓ ପଞ୍ଚାୟତରାଜ, ପାନୀୟ ଜଳ ଓ ସୂଚନା…

ଫିରିଙ୍ଗିଆ ଥାନା ବାଲିଗଟା ଗାଁରେ ପୋଲିସ ନାମରେ ଡକାୟତି, ୮ ଡକାୟତ ଗିରଫ : ୪ ଦେଶୀ ବନ୍ଧୁକ, ଅସ୍ତ୍ରଶସ୍ତ୍ର ଓ ଜୀବନ୍ତ ଗୁଳି ସହ ପୋଲିସ ପୋଷାକ, ବୋଲେରୋ ଜବତ

କନ୍ଧମାଳ : କନ୍ଧମାଳ ଜିଲା ଫିରିଙ୍ଗିଆ ବ୍ଲକରେ ଗତ ଗୁରୁବାର ବାଲିଗଟା ଅଞ୍ଚଳରେ ପୋଲିସ ପୋଷାକ ସହ ପୋଲିସ ପରିଚୟ ଦେଇ ରାତି ୧୧ଟା ବେଳେ ଡକାୟତି…

ପୋଖରୀରେ ବୁଡି ଦୁଇ ମହିଳାଙ୍କ ମୃତ୍ୟୁ

କନ୍ଧମାଳ: କନ୍ଧମାଳ ଜିଲା ଜି.ଉଦୟଗିରି ବ୍ଲକ୍ ଅନ୍ତର୍ଗତ ଲିଙ୍ଗାଗଡ଼ ପଞ୍ଚାୟତର ଲିଙ୍ଗାଗଡ଼ ଗ୍ରାମରେ ଏକ ଦୁଃଖଦ ଘଟଣା ଘଟିଛି । ଗାଁ ପୋଖରୀରେ ଗାଧୋଇବା ବେଳେ ବୁଡ଼ିଯାଇ…

ଫିରିଙ୍ଗିଆ ବ୍ଲକ ଉପାଧକ୍ଷ ନିଖୋଜ ଘଟଣା, ଅପହରଣ ନାଟକ ରଚି ନିଜ ପତିଆରା ବଢାଇବାକୁ ଉଦ୍ୟମ କଲେ ବ୍ଲକ ଉପାଧ୍ୟକ୍ଷ, ଉପାଧକ୍ଷଙ୍କ ସହ ୫ ସହଯୋଗୀ ଗିରଫ

କନ୍ଧମାଳ: କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଉପାଧକ୍ଷ ନିଖୋଜ ମାମଲା ର ପର୍ଦାଫାଶ କରିଛି ଫିରିଙ୍ଗିଆ ପୋଲିସ । ବ୍ଲକ ଉପାଧକ୍ଷ ଅଜିତ କୁମାର ସାହୁଙ୍କୁ ନିଖୋଜ…

ସାମାନ୍ୟ ବଚସାରୁ ବଡ଼ଭାଇକୁ ଟାଙ୍ଗିଆରେ ହାଣି ହତ୍ୟା, ଟାଙ୍ଗିଆ ସହ ଥାନାରେ ସାନ ଭାଇର ଆତ୍ମ ସମର୍ପଣ

କନ୍ଧମାଳ: ସାମାନ୍ୟ ବଚସାକୁ ନେଇ ବଡ଼ ଭାଇକୁ ଅତି ନିର୍ମମ ଭାବରେ ଟାଙ୍ଗିଆ ରେ ହାଣି ହତ୍ୟା କରିଛି ସାନ ଭାଇ । ଏଭଳି ଏକ ଅଭାବନୀୟ…

କନ୍ଧମାଳରେ ବିଜେଡିର ବରିଷ୍ଠ ନେତା ପ୍ରଣବ ପ୍ରକାଶ ଦାସ

କନ୍ଧମାଳ: ବିଜେଡିର ବରିଷ୍ଠ ନେତା ତଥା ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଦିନିକିଆ କନ୍ଧମାଳ ଗସ୍ତରେ ଆସି ଫୁଲବାଣୀରେ ପହଞ୍ଚି ଥିଲେ। ଏହି ଅବସରରେ ତାଙ୍କୁ…