ଚିତ୍ରକୋଣ୍ଡା ବିଧାନସଭା ନିର୍ବାଚନ ମଣ୍ଡଳୀ ଉନ୍ନୟନ କମିଟି ବୈଠକ ଅନୁଷ୍ଠିତ

ମାଲକାନଗିରି : ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବିଧାନସଭା ନିର୍ବାଚନ ମଣ୍ଡଳୀ ଉନ୍ନୟନ କମିଟି ବୈଠକ ବିଧାୟକ ପୂର୍ଣ୍ଣଚନ୍ଦ୍ର ବାକାଙ୍କ ଅଧ୍ୟକ୍ଷତାରେ ଆଜି ପୂର୍ବାହ୍ନରେ ଜିଲ୍ଲା ପରିଷଦ ସମ୍ମିଳନୀ…

ଆଜି ବିଶ୍ୱପ୍ରସିଦ୍ଧ ବାହୁଡା ଯାତ୍ରା, ରଥାଋଢ ହେଲେ ଚତୁର୍ଦ୍ଧାମୂର୍ତ୍ତୀ

ଆଜି ବିଶ୍ୱ ନିଅନ୍ତା ମହାପ୍ରଭୁ ଜଗନ୍ନାଥଙ୍କର ବିଶ୍ୱ ପ୍ରସିଦ୍ଧ ବାହୁଡା ଯାତ୍ରା । ଜନ୍ମବେଦୀରୁ ରତ୍ନବେଦୀକୁ ଫେରିବେ ଲୀଳାମୟୀ ପ୍ରଭୁ ଜଗନ୍ନାଥ । ପ୍ରଭୁ ଜଗନ୍ନାଥ, ବଡ ଭାଇ…

ବିଜେଡି ସରକାରରେ ଅଚଳାବସ୍ଥା, ମୁଖ୍ୟମନ୍ତ୍ରୀଙ୍କର ମନ୍ତ୍ରୀ କିମ୍ବା ମୁଖ୍ୟ ଶାସନ ସଚିବଙ୍କ ଉପରେ ଭରସା ନାହିଁ – ଜୟଦେବ ଜେନା

ଭୁବନେଶ୍ୱର : ନବୀନ ପଟ୍ଟନାୟକ ସରକାର ଅଚଳାବସ୍ଥା ଦେଖା ଦେଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ତାଙ୍କର ସହଯୋଗୀ ମନ୍ତ୍ରୀ କିମ୍ବା ମୁଖ୍ୟ ଶାସନ ସଚିବଙ୍କ ଉପରେ…

ଦିଗପହଣ୍ଡି ଦୁର୍ଘଟଣା ମାମଲାରେ ଓଏସଆରଟିସି ବସ ଚାଳକ କୋର୍ଟ ଚାଲାଣ

ଭୁବନେଶ୍ୱର : ଦିଗପହଣ୍ଡିରେ ଗତ କାଲି ଘଟିଥିବା ମର୍ମନ୍ତୁଦ ସଡକ ଦୁର୍ଘଟଣା ମାମଲାରେ ଓଏସଆରଟିସି ବସ ଚାଳକକୁ କୋର୍ଟ ଚାଲାଣ କରାଯାଇଛି । କୋର୍ଟ ଚାଲାଣ କରାଯିବା…

ଦିଗପହଣ୍ଡି ରେଞ୍ଜରଙ୍କ ଘର ସମେତ ତିନୋଟି ସ୍ଥାନରେ ଭିଜିଲାନ୍ସ ଚଢ଼ଉ

ଭୁବନେଶ୍ୱର : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଫରେଷ୍ଟ ରେଞ୍ଜର କାହ୍ନୁ ଚରଣ ପଟ୍ଟନାୟକଙ୍କ ଦିଗପହଣ୍ଡି ସରକାରୀ କାର୍ଯ୍ୟାଳୟ, ସରକାରୀ ବାସଭବନ ଏବଂ ବ୍ରହ୍ମପୁର ଘରେ ଭିଜିଲାନ୍ସ ପକ୍ଷରୁ…

ନବରଙ୍ଗପୁରର ଅତିରିକ୍ତ ଉପଜିଲ୍ଲାପାଳଙ୍କୁ ବାଧ୍ୟତାମୂଳକ ଅବସର ଦେଲେ ରାଜ୍ୟ ସରକାର

ଭୁବନେଶ୍ୱର : ରାଜ୍ୟ ସରକାର ନବରଙ୍ଗପୁରର ଅତିରିକ୍ତ ଉପଜିଲ୍ଲାପାଳ ପ୍ରଶାନ୍ତ ରାଉତଙ୍କୁ ବାଧ୍ୟତାମୂଳକ ଅବସର ଦେଇଛନ୍ତି । ୨ ଦିନ ପୂର୍ବେ ପ୍ରଶାନ୍ତଙ୍କୁ ଭିଜିଲାନ୍ସ ଗିରଫ କରିଥିଲା।…

ମୟୁରଭଞ୍ଜରେ ଭାରସାମ୍ୟ ହରାଇ ଓଲଟିଲା ଯାତ୍ରୀବାହୀ ବସ

ଭୁବନେଶ୍ୱର : ବାରିପଦା ସଦର ଥାନା ଅନ୍ତର୍ଗତ ରଙ୍ଗାମାଟିଆ ନିକଟରେ ଏକ ଯାତ୍ରୀବାହୀ ବସ ଭାରସାମ୍ୟ ହରାଇ ଓଲଟି ପଡିଥିବା ଜଣା ପଡିଛି । ଏହି ଦୁର୍ଘଟଣାରେ…

ଆଗାମୀ ୨୪ ଘଣ୍ଟା ପାଇଁ ଉତର ଓଡିଶାର କିଛି ଜିଲ୍ଲାରେ ପ୍ରବଳ ବର୍ଷାର ସମ୍ଭାବନା ପାଇଁ ୟେଲୋ ୱାର୍ଣ୍ଣିଂ ଜାରୀ

ଭୁବନେଶ୍ଵର : ରାଜ୍ୟରେ ମୌସୁମୀ ସକ୍ରିୟ ରହିଛି । ଆଗାମୀ ୨୪ ଘଣ୍ଟା ମଧ୍ୟରେ ଉତର ଓଡ଼ିଶାର ଜିଲ୍ଲା ଗୁଡିକରେ ବିସ୍ତୃତି ବର୍ଷା ସମ୍ଭାବନା ଥିବାବେଳେ ଦକ୍ଷିଣ…

ନବ ବିବାହିତ ଦମ୍ପତିଙ୍କ ନିଆରା ବାର୍ତ୍ତା, ଶିଶୁ ସୁରକ୍ଷା ଓ ଶିକ୍ଷାକୁ ନେଇ ସଚେତନତା

ହରିଚନ୍ଦନପୁର : ନବ ବିବାହିତ ଦମ୍ପତି ସମାଜକୁ ଏକ ସୁନ୍ଦର ବାର୍ତ୍ତା ଦେଉଥିବା ଫଟୋ ଏବଂ ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଖୁବ ଭାଇରାଲ ହେବାରେ ଲାଗିଛି…

ଆଡ଼ପ ମଣ୍ଡପରେ ସଂନ୍ଧ୍ୟା ଦର୍ଶନ କରୁଛନ୍ତି ଭକ୍ତ : ଆସନ୍ତାକାଲି ବାହୁଡ଼ା ଯାତ୍ରା

ପୁରୀ : ଭକ୍ତଙ୍କୁ ଆଡ଼ପ ମଣ୍ଡପରେ ଆଜି ସଂନ୍ଧ୍ୟା ଦର୍ଶନ ଦେଉଛନ୍ତି ଚତୁର୍ଦ୍ଧାମୂର୍ତି । ପୂର୍ବ ରାତ୍ରୀ ୩ଟା ୨୦ରୁ ଶ୍ରୀଗୁଣ୍ଡିଚା ମନ୍ଦିର ଦ୍ଵାରଫିଟା, ୩ଟା ୫୦ରେ…

ଗାନ୍ଧୀଙ୍କ କଥାରେ ଜୁଆଙ୍ଗ ସଂସ୍କୃତିର ସୁରକ୍ଷା ପାଇଁ ଆହ୍ଵାନ

ହରିଚନ୍ଦନପୁର : କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ ବଡ଼ପଳାଶପାଳ ଗ୍ରାମପଞ୍ଚାୟତ ଜୁଆଙ୍ଗ ପିଢ଼ ନୋଲ ଆମ୍ବ ତୋଟା ଠାରେ ଓଡିଶା ଗାନ୍ଧୀ ବିଚାର ପରିଷଦ ଓ ଏକତା…