ନୀଳାଦ୍ରି ବିଜେ ପର୍ଯ୍ୟନ୍ତ ପୁରୀରେ ରହିବେ ୩ ମନ୍ତ୍ରୀ

ନୀଳାଦ୍ରି ବିଜେ ପର୍ଯ୍ୟନ୍ତ ପୁରୀରେ ରହିବେ ୩ ମନ୍ତ୍ରୀ । ଉପ-ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡାଙ୍କ ସହିତ ଆଇନ୍ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଏବଂ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ…

ଉବୁଟୁବୁ ମୁମ୍ବାଇ ;ରେଳ ବିମାନ ବାତିଲ ପରେ ସ୍କୁଲ ବନ୍ଦ ଘୋଷଣା ।

ଆଜି ମୁମ୍ବାଇ ପାଇଁ ପ୍ରବଳ ବର୍ଷା ସତର୍କ ସୂଚନା ଜାରି କରାଯାଇଛି। ଗତ କାଲି ଲଗାତାର ବର୍ଷା ହେତୁ ସହର ଉପକଣ୍ଠରେ ଟ୍ରେନ୍ ସେବା ଏବଂ ବିମାନ…

ସ୍ବଦେଶକୁ ଫେରିଲେ ଟିମ୍ ଇଣ୍ଡିଆ, ମୋଦିଙ୍କୁ ଧରାଇଲେ ଟି-୨୦ ଟ୍ରଫି

 ଭାରତୀୟ କ୍ରିକେଟ୍ ଦଳ ଟି-୨୦ ବିଶ୍ୱକପ ଜିତିବା ପରେ ଦେଶକୁ ଫେରିଛନ୍ତି। ଟିମ୍ ଇଣ୍ଡିଆ ସକାଳ ୬ ଟାରେ ଦିଲ୍ଲୀ ବିମାନ ବନ୍ଦରରେ ଅବତରଣ କରିଥିଲା। ସମଗ୍ର…

ଜୁଲାଇରେ ପୂର୍ଣ୍ଣାଙ୍ଗ ବଜେଟ୍ ନୁହେଁ ଆସିବ କାମଚଳା ବଜେଟ

ରାଜ୍ୟ ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ ଆଜି ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ, ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ପୂର୍ଣ୍ଣାଙ୍ଗ ବଜେଟ୍ ଆଣିବା ପୂର୍ବରୁ ଲେଖାନୁଦାନ ଆଗତ…

ଡିପଥେରିଆ ସଂକ୍ରମଣ ରୋକିବାକୁ ଟିକା ଉପରେ ଗୁରୁତ୍ୱ…

ଓଡ଼ିଶାରେ ସଂକ୍ରମଣର ରୂପ ନେଉଛି ଡିପଥେରିଆ। ଗୋଟିଏ ପରେ ଗୋଟିଏ ଜିଲ୍ଲାକୁ ମାଡ଼ି ଚାଲିଛି ରୋଗ। ରାୟଗଡ଼ା ପରେ ବର୍ତ୍ତମାନ କୋରାପୁଟ ଓ କଳାହାଣ୍ଡି ଜିଲ୍ଲାକୁ ଏହି…

ପରମାଣୁ ଅସ୍ତ୍ର ରେସ୍ , କିଏ ଶକ୍ତିଶାଳୀ ଦେଶ ?

ଶତ୍ରୁକୁ ମାତ୍‌ ଦେବା ପାଇଁ ସାରା ବିଶ୍ୱରେ ପରମାଣୁ ଅସ୍ତ୍ରଶସ୍ତ୍ର ତିଆରି କରିବାରେ ଜାରି ରହିଛି ରେସ୍‌। କାହା ପାଖରେ କେତେ ଅଧିକ ରହିଛି ପରମାଣୁ ବୋମା।…

ଆନ୍ଧ୍ରରେ ନାଇଡ଼ୁ ସରକାର…

ଆନ୍ଧ୍ରରେ ନାଇଡ଼ୁ ସରକାରଙ୍କ ଆରମ୍ଭ ହେଲା ଇନିଂସ। ଆନ୍ଧ୍ରର ୨୪ତମ ମୁଖ୍ୟମନ୍ତ୍ରୀ ଭାବେ ପଦ ଓ ଗୋପନୀୟତାର ଶପଥ ନେଇଛନ୍ତି ଚନ୍ଦ୍ରବାବୁ ନାଇଡ଼ୁ। ଏହା ସହ ଆନ୍ଧ୍ରରେ…

ଆଇପିଏସ ଆଶିଷ ସିଂଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ…

ଆଇପିଏସ ଆଶିଷ ସିଂଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ ଦେଇଛନ୍ତି ଭାରତୀୟ ନିର୍ବାଚନ କମିସନ। ସ୍ୱାସ୍ଥ୍ୟକୁ ନେଇ ଆଶିଷ ସିଂହ ଭୁଲ ତଥ୍ୟ ଦେଇଥିବାରୁ ଇସିଆଇ କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ ଦେଇଛନ୍ତି।…

ଜ୍ଞାନବାପି ପରିସରରେ ଏଏସଆଇର ସର୍ଭେ ଚତୁର୍ଥ ଦିନରେ

ବାରାଣାସୀ : ଜ୍ଞାନବାପି ପରିସରରେ ଭାରତୀୟ ପ୍ରତ୍ନତତ୍ଵ ସର୍ବେକ୍ଷଣ ସଂସ୍ଥା (ଏଏସଆଇ)ର ସର୍ଭେ ସୋମବାର ଚତୁର୍ଥ ଦିନରେ ପହଂଚିଛି । କଡ଼ା ସୁରକ୍ଷା ମଧ୍ୟରେ ବିଭାଗୀୟ ଅଧିକାରୀ…

କେନ୍ଦ୍ରୀୟ ସମବାୟ ସମିତି ନିବନ୍ଧକ (ସିଆରସିଏସ)ଙ୍କ ଡିଜିଟାଲ ପୋର୍ଟାଲର ଶୁଭାରମ୍ଭ କଲେ ଅମିତ ଶାହା

ନୂଆଦିଲ୍ଲୀ : କେନ୍ଦ୍ର ସ୍ୱରାଷ୍ଟ୍ର ଏବଂ ସମବାୟ ମନ୍ତ୍ରୀ ଅମିତ ଶାହା ଆଜି ମହାରାଷ୍ଟ୍ରର ପୁଣେ ଠାରେ କେନ୍ଦ୍ରୀୟ ସମବାୟ ସମିତି ନିବନ୍ଧକ (ସିଆରସିଏସ)ଙ୍କ ଡିଜିଟାଲ ପୋର୍ଟାଲର…