ନିର୍ବାଚନୀ ପ୍ରତିଶୃତି ରକ୍ଷା- ମାରିଦେଲେ ୫ଶହ କୁକୁର

ତେଲେଙ୍ଗାନାରେ ଗାଏବ ହୋଇଗଲେ କୁକୁର। ଗୋଟିଏ ଜାଗାରେ ୨ଶହ ବୁଲା କୁକୁର ମରି ପଡ଼ିଥିବା ଦେଖିବା ପରେ ଏହାକୁ ନେଇ ହଇଚଇ ଖେଳିଯାଇଛି। ବିଷାକ୍ତ ଇଞ୍ଜେକ୍ସନ ଦେଇ…

ମାଡିଗଲା ଅଡି- ରେସ୍ ନିଶାରେ ୧୬ ଜଣଙ୍କ ଉପରେ ଚଢ଼ିଗଲା- ଜଣେ ମୃତ, ୪ ଗୁରୁତର

ରେସ୍ ଲଗାଉଥିଲା ଲକଜରି ଅଡି କାର୍। ଆଉ ନିୟନ୍ତ୍ରଣ ହରାଇ ଡିଭାଇଡରରେ ପିଟି ମାଡ଼ିଗଲା ଲୋକଙ୍କ ଉପରେ। ରାସ୍ତା କଡ଼ରେ ଥିବା ଫୁଡ୍ ଷ୍ଟଲରେ ପଶିଯାଇଥିଲା। ୧୬…

କେନ୍ଦ୍ରମନ୍ତ୍ରୀଙ୍କ ପୁଅର ପାଦ କାହିଁକି ଛୁଇଁଲେ ବୟସ୍କ ବିଧାୟକ

୭୩ ବର୍ଷ ବୟସର ବିଧାୟକ। କିନ୍ତୁ ୩୦ ବର୍ଷର ଯୁବକର ପାଦ ଛୁଇଁଲେ। ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗିଲେ ବି ସତ। ମଧ୍ୟପ୍ରଦେଶର ଶିବପୁରୀର ବିଧାୟକ ଦେବେନ୍ଦ୍ର ଜୈନ।…

ହନିଟ୍ରାପରେ ଓକିଲଙ୍କୁ ଫସାଉଥିଲେ- ୪୦ଲକ୍ଷ ଡିମାଣ୍ଡ କରି ଧରାପଡ଼ିଲେ ବଙ୍ଗୀୟ ଯୁବତୀ

ହନିଟ୍ରାପର ଜାଲ। ଆଗ ବନ୍ଧୁତା ଓ ପରେ ଓକିଲଙ୍କଠୁ ୪୦ଲକ୍ଷ ଟଙ୍କାର ବଟି। ସ୍ପାରେ କାମ କରୁଥିବା ଯୁବତୀଙ୍କ ସହ ୨ଜଣଙ୍କୁ ବାନ୍ଧିଛି ପୁଲିସ। ରାଜସ୍ଥାନର ବାଡ଼ମେରରେ…

ଅନସ୍କ୍ରିନ୍ ପତ୍ନୀ : ମିରଟରେ ସ୍ୱାମୀଙ୍କ ହାଇଡ୍ରାମା- ପତ୍ନୀ କହିଲେ, ଯେତେ ଜଲଦି ଛାଡ଼ପତ୍ର ଦିଅ

ଅନସ୍କ୍ରିନ ପତ୍ନୀକୁ ନେଇ ଅଜବ ବିବାଦ। ମିରଟରେ ସୋସିଆଲ ମିଡିଆ କଣ୍ଟେଣ୍ଟ କ୍ରିଏଟର ସାଦାବ ଜକାତିଙ୍କ ସହ ଅନସ୍କ୍ରିନ ରୋମାନ୍ସକୁ ନେଇ ଉଠିଛି ବିବାଦ। ଯେଉଁ ମହିଳାଙ୍କ…

ବିହାରରେ ୨୦ରୁ ୨୫ହଜାର ଟଙ୍କାରେ ମିଳିବେ ଝିଅ- ବିବାଦୀୟ ବୟାନ ପରେ ଭୁଲ୍ ମାଗିଲେ ମନ୍ତ୍ରୀଙ୍କ ସ୍ୱାମୀ

ବିହାରରେ ୨୦ରୁ ୨୫ହଜାର ଟଙ୍କାରେ ଝିଅ ମିଳିଯିବେ। ଏକ ଦଳୀୟ ସଭାରେ ଜଣେ ଯୁବକଙ୍କ ବିବାହ ବୟସ ଗଡ଼ିଯାଉଛି କହି କଥା ଛଳରେ ଏଭଳି ଟିପ୍ପଣୀ ଦେଇଥିଲେ…

ରାଗିଂ ଓ ଯୌନଶୋଷଣ ମାମଲା- ପୀଡ଼ିତାଙ୍କ ମୃତ୍ୟୁ ପରେ ପ୍ରଫେସରଙ୍କ ସମେତ ୩ ଛାତ୍ରୀଙ୍କ ନାଁରେ ଏତଲା

ହିମାଚଳପ୍ରଦେଶର ଧର୍ମଶାଳା କଲେଜରେ ଛାତ୍ରୀଙ୍କୁ ରାଗିଂ ମାମଲା। ଜୀବନ ସହ ସଂଘର୍ଷ କରିବା ପରେ ପୀଡ଼ିତା ପଲ୍ଲବୀ ସବୁଦିନ ଲାଗି ଆଖି ବୁଜିଦେଇଛନ୍ତି। ମୃତ୍ୟୁ ପୂର୍ବରୁ ଭିଡ଼ିଓ…

ରାମଙ୍କ ସହ ରାହୁଲ ତୁଳନୀୟ- ମନ୍ତବ୍ୟକୁ ନେଇ ବିବାଦ ତେଜିଲା

ରାହୁଲ ଗାନ୍ଧୀଙ୍କୁ ପ୍ରଭୂ ରାମଙ୍କ ସହ ତୁଳନା। ତୁଳନା କରି କଂଗ୍ରେସ ନେତା ନାନା ପାଟୋଲ ବିବାଦରେ। ପ୍ରଭୂ ରାମଙ୍କ କାମ କରୁଛନ୍ତି ରାହୁଲ ବୋଲି କହିଛନ୍ତି…

ବିବାହ କରିବାକୁ ମନା କରିବାରୁ ସୁଇସାଇଡ୍- ପ୍ରେମିକକୁ ବାନ୍ଧିଲା ପୁଲିସ

ୟୁପିର ହାତରସରେ ଭିଡ଼ିଓ କରି ସୁଇସାଇଡ କଲେ ଯୁବତୀ। ପ୍ରେମିକଙ୍କ ଚାପରେ ସେ ଆତ୍ମହତ୍ୟା କରିବାକୁ ବାଧ୍ୟ ହେଲେ ବୋଲି କହିଛନ୍ତି ଯୁବତୀ। ସେ କାହାରିକୁ କେବେ…

ଖଣ୍ଡା ବାଣ୍ଟି ବନ୍ଧା ହେଲେ ୧୦ ଯୁବକ

ଖଣ୍ଡା ବାଣ୍ଟି ବନ୍ଧା ହେଲେ। ଘାଜିଆବାଦରେ ହିନ୍ଦୁ ରକ୍ଷା ଦଳ ନାଁରେ କିଛି ଯୁବକ ଖଣ୍ଡା ଓ ଅସ୍ତ୍ରଶସ୍ତ୍ର ବାଣ୍ଟିଥିଲେ। ସାଲିମାର ଗାର୍ଡେନ ଏରିଆରେ ଘରକୁ ଘର…

ଚାଇନାରେ ଭାରତୀୟ ବ୍ଲଗରଙ୍କୁ ୧୫ ଘଣ୍ଟା ଅଟକ

ଭାରତୀୟ ବ୍ଲଗରଙ୍କୁ ଚାଇନାରେ ୧୫ ଘଣ୍ଟା ଧରି ଅଟକ। କେବଳ ଭୁଲ୍ ଏତିକି ଥିଲା ଯେ, ଅରୁଣାଚଳପ୍ରଦେଶ ଭାରତର ଅଂଶ ବୋଲି ଏକ ପୁରୁଣା ଭିଡ଼ିଓରେ ସେ…

ମେସିଙ୍କୁ ନେଇ ମହାବିଭ୍ରାଟ- ବନ୍ଧାହେଲେ ଭାରତ ଆଣିଥିବା ଆୟୋଜକ ଶତାଦ୍ରୁ ଦତ୍ତା

ଗୋଟ୍ ଇଣ୍ଡିଆ ଟୁର ୨୦୨୫ର ଆୟୋଜକ ସତାଦ୍ରୁ ଦତ୍ତାଙ୍କୁ ବାନ୍ଧିଲା ପୁଲିସ। ସଲଟଲେକ ଷ୍ଟାଡିୟମରେ ମେସିଙ୍କୁ ନେଇ ସୃଷ୍ଟି ହୋଇଥିଲା ମହାଭାରତ। ପୁରା ଷ୍ଟାଡିୟମରେ ଭଙ୍ଗାରୁଜା କରିଥିଲେ…