ଆସନ୍ତା କାଲି ପ୍ରକାଶ ପାଇବ ଯୁକ୍ତ୨ ପରୀକ୍ଷା ଫଳ

ଯୁକ୍ତ ୨ ପରୀକ୍ଷା-୨୦୨୫ ରେଜଲ୍ଟ ବୁଧବାର ପ୍ରକାଶ ପାଇବ। ବୁଧବାର ଅପରାହ୍ଣ ୪ଟାରେ ପ୍ରକାଶ ପାଇବ ବୋଲି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଗଣମାଧ୍ୟମକୁ ସୂଚନା…

କ୍ୟାବିନେଟ୍ ଢାଞ୍ଚା- ମନ୍ତ୍ରୀଙ୍କ ମହତ୍ତ୍ୱ ବଢ଼ାଇଲେ ମୋହନ

ବଦଳିଲା ରାଜ୍ୟ କ୍ୟାବିନେଟର ଢାଞ୍ଚା। ସଚିବଙ୍କ କ୍ଷମତା ସଙ୍କୁଚିତ କଲେ ସରକାର। ଆଉ ମନ୍ତ୍ରୀ ହେଲେ ମୋଷ୍ଟ ପାଓ୍ୱାରଫୁଲ। କ୍ୟାବିନେଟ ବୈଠକରେ ଏଣିକି ମୁଖ୍ୟ ସଚିବ ଓ…

ଦେଶରୁ ବିଦା ହେବେ ବାଂଲାଦେଶୀ-ରୋହିଙ୍ଗ୍ୟା..

ଅପରେସନ ସିନ୍ଦୂର ପରେ ଭାରତ-ପାକିସ୍ତାନ ସୀମା ଉପରେ ତୀକ୍ଷ୍ନ ନଜର ରହିଛି। ଅନୁପ୍ରବେଶ ଉପରେ କଡ଼ା ପ୍ରହରା ଲାଗିଥିଲା ବେଳେ ଭାରତରେ ବେଆଇନ ଭାବେ ରହୁଥିବା ବାଂଲାଦେଶୀ…

ମହାପ୍ରସାଦକୁ ଅସମ୍ମାନ

ମହାପ୍ରସାଦକୁ ଅସମ୍ମାନ । ପୁରୀର ଏକ ତାରକା ହୋଟେଲ ଡାଇନିଂରେ ବସି ପର୍ଯ୍ୟଟକ ମହାପ୍ରସାଦ ସେବନ କରୁଥିବାର ଦେଖାଦେଇଛି । ଏହା ମହାପ୍ରସାଦକୁ ଅସମ୍ମାନ ବୋଲି ଚର୍ଚ୍ଚା…

ଭିଜିଲାନ୍ସ ଜାଲରେ ଖଣ୍ଡପଡ଼ା ଏନ୍ଏସି କାର୍ଯ୍ୟନିର୍ବାହୀ ଅଧିକାରି

୨0 ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ମାଡିବସିଲା ଭିଜିଲାନ୍ସ ଟିମ। ଉର୍ନ୍ନତି ମୂଳକ କାର୍ଯ୍ୟର ବିଲ କରିବା ପାଇଁ ଖଣ୍ଡପଡା NAC କାର୍ଯ୍ୟ ନିର୍ବାହୀ ଅଧିକାରୀ…

ଅପହରଣ କରି ୩୦ ଲକ୍ଷ ଟଙ୍କା ଦାବି କଲେ ଦୃର୍ବୁତ୍ତ

ଅନୁଗୋଳ କୁଇଓ ନିକଟରୁ ବ୍ୟକ୍ତିଙ୍କୁ ଅପହରଣ ପରେ ତାଳଚେର ବଙ୍ଗାରୁ ନାଳ ନିକଟ ଜଙ୍ଗଲରୁ ଉଦ୍ଧାର କଲା ଗୋଡିବନ୍ଧ ଫାଣ୍ଡି ପୋଲିସ । ଅପହରଣ କରି  ୩୦…

ମୁନ୍ନା ଖାଁଙ୍କ ଇସ୍ତଫା- ପଦାକୁ ଆସିଲା ରହସ୍ୟ

ବିଜେଡିରେ ହଲଚଲ। ବିଜେଡି ସଂଖ୍ୟାଲଘୁ ସମ୍ପ୍ରଦାୟ କମିଟିରୁ ମୁନା ଖାଁ ଦେଲେ ଇସ୍ତଫା। ବିଜେଡି ସଂଖ୍ୟାଲଘୁ ସମ୍ପ୍ରଦାୟ ସେଲର ସଂଯୋଜକ ଥିଲେ ମୁନା। ନବୀନ ନିବାସରେ ପହଞ୍ଚି…

ଦଳିତ, ଆଦିବାସୀ ଓ ସଂଖ୍ୟାଲଘୁ ସଂପ୍ରଦାୟଙ୍କ ନ୍ୟାର୍ଯ୍ୟ ଦାବି କଲା କଂଗ୍ରେସ

ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ପିସିସି ସଭାପତି ଭକ୍ତ ଚରଣ ଦାସଙ୍କ ଅଧ୍ୟକ୍ଷତାରେ ପଛୁଆ ବର୍ଗ ଜାତିଭିରିକ ଜନଗଣନା ଓ ସମସ୍ୟା ସଂପର୍କରେ ଆଲୋଚନା ହୋଇଥିଲା। ଏହି ଆଲୋଚନାରେ…

ORERA ନୂତନ ଅଧ୍ୟକ୍ଷ ହେଲେ ଅସିତ ମହାପାତ୍ର

ORERA ନୂତନ ଅଧ୍ୟକ୍ଷ ହେଲେ ଅସିତ ମହାପାତ୍ର, ରାଜେନ୍ଦ୍ର ମିଶ୍ର ଓ ଶ୍ୟାମସୁନ୍ଦର ଦାଶ ସଦସ୍ୟ ନିଯୁକ୍ତ ଓଡ଼ିଶା ସ୍ଥାବର ସମ୍ପତ୍ତି ନିୟାମକ ପ୍ରାଧିକରଣ(ORERA)ରେ ଗୁରୁତ୍ଵପୂର୍ଣ୍ଣ ନେତୃତ୍ଵ…