ଟି-୨୦ ବିଶ୍ୱକପ: ଭାରତ-ବାଂଲାଦେଶ ସୁପର-୮ ଟକ୍କର

Spread the love

ଟି-୨୦ ବିଶ୍ୱକପରେ ଆଜି ଭାରତ-ବାଂଲାଦେଶ ସୁପର-୮ ଟକ୍କର। ସାର୍ ଭିଭିଆନ୍ ରିଚାର୍ଡସ ଷ୍ଟାଡିୟମ, ଆଣ୍ଟିଗୁଆରେ ଖେଳାଯିବ ହାଇଭୋଲଟେଜ ମ୍ୟାଚ୍‌। ସୁପର-୮ ରାଉଣ୍ଡର ଗ୍ରୁପ-୧ରେ  ଭାରତ-ବାଂଲାଦେଶ ମୁହଁମୁହଁ ହେବାକୁ ଯାଉଛନ୍ତି। ରୋହିତ ବାହିନୀ ପାଇଁ ସ୍ପିନ୍ ପରୀକ୍ଷା। ପ୍ରଥମ ମ୍ୟାଚରେ ଆଫଗାନିସ୍ତାନନକୁ ହରାଇବା ପରେ ଭାରତ ବିଜୟ ଧାରା ଜାରି ରଖି ସେମି ଫାଇନାଲ୍ ପାଇଁ ଲକ୍ଷ୍ୟ ରଖିଛି । ମାତ୍ର ବାଂଲାଦେଶ ପାଇଁ ଏହି ମ୍ୟାଚ୍ କର ବା ମର ପରିସ୍ଥିତି ସୃଷ୍ଟି କରିଛି । ଟି-୨୦ ବିଶ୍ୱକପରେ ଭାରତ-ବାଂଲାଦେଶ ମୁକାବିଲା ସର୍ବଦା ରୋମାଞ୍ଚକର ରହିଛି । ଉଭୟ ଟିମ୍ ୪ଥର ସାମ୍ନାସାମ୍ନି ହୋଇଛନ୍ତି। ସମସ୍ତ ମ୍ୟାଚରେ ଭାରତ ବିଜୟୀ ହୋଇଛି ।

Leave a Reply

Your email address will not be published. Required fields are marked *