ଅପରାଧସମ୍ବଲପୁର

ସମ୍ୱଲପୁର ଜେଲରେ ଜଣେ କଏଦୀ ଆତ୍ମହତ୍ୟା ଅଭିଯୋଗ

ଭୁବନେଶ୍ୱର : ସମ୍ୱଲପୁର ଜେଲରେ ଜଣେ କଏଦୀ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । ସମ୍ବଲପୁର ମଣ୍ଡଳ କାରାଗାରରେ ବିଚାରଧୀନ କଏଦି ଜେଲ ଭିତରେ ଗତକାଲି ବେକରେ ଗାମୁଛା ଲଗାଇ ଆତ୍ମହତ୍ୟା କରିଦେଇଥିବାର ସୂଚନା ମିଳିଛି । ଗତ 13 ତାରିଖରେ ହିଁ ସମ୍ବଲପୁର ଜେଲକୁ ଆସିଥିଲେ ବୋଲି ଜେଲ ପକ୍ଷରୁ ସୂଚନା ଦିଆଯାଇଛି ।

Related Articles

Leave a Reply

Your email address will not be published.

Back to top button