ଭଦ୍ରକ : ଜମି ଭାଗ ନକରି ପାଇଖାନା ତିଆରିକୁ ନେଇ ଭାଇ ଭାଇଙ୍କ ମଧ୍ୟରେ ଗଣ୍ଡଗୋଳ । ଦୁଇ ଜଣ ମେଡିକାଲରେ ଭର୍ତ୍ତି । ଲୁହା ରଡରେ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି । ଭଦ୍ରକ ଜିଲା ଭଦ୍ରକ ଗ୍ରାମା ଳ ଥାନା ଅଧୀନ ବେଲମଳା ଗାଁରେ ଏମିତି ଘଟଣା ଘଟିଛି । ଥାନାରେ ଲିଖିତ ଅଭିଯୋଗ ଅନୁଯାୟୀ କାଶୀନାଥ ଓ ତାଙ୍କ ଭାଇଙ୍କ ମଧ୍ୟରେ ଜମିବାଡି ବିବାଦ ଲାଗି ରହିଥିଲା । ଜମିବାଡି ଭାଗବ ।କୁ ନେଇ ଲାଗିଥିବା ବିବାଦ ଲାଗି ରହିଥିଲା । ଜମିବାଡି ଭାଗବ ।କୁ ନେଇ ଲାଗିଥିବା ବିବାଦ ଉଗ୍ର ରୂପ ନେଇଛି । ଅପରପକ୍ଷ ପାଇଖାନା ତିଆରି କରୁଥିବା ବେଳେ କାଶୀନାଥଙ୍କ ପରିବାର ବିରୋଧ କରିଥିଲେ । ଫଳରେ ଭାଇଙ୍କ ପରିବାର ଲୋକେ କାଶୀନାଥଙ୍କ ସ୍ତ୍ରୀଙ୍କୁ ରଡରେ ଆକ୍ରମଣ କରିଥିଲେ । କାଶୀନାଥ ବିରୋଧ କରିବାରୁ ତାଙ୍କୁ ମଧ୍ୟ ଆକ୍ରମଣ କରିଥିଲେ । ଉଭୟ ଏବେ ଭଦ୍ରକ ଜିଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଥିବାବେଳେ ଭଦ୍ରକ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ସେପଟେ ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
Read Next
17 hours ago
ନାହିଁ ନାହିଁ ରେ ଚାଲିଛି ସ୍ୱାସ୍ଥ୍ୟ ସେବା, ଲିକ୍ୱିଡ଼୍ ଅଭାବରୁ ରକ୍ତ ନମୁନା ପରୀକ୍ଷା ବନ୍ଦ, ସାତ ଦିନ ହେବ ରୋଗୀ ସେବା ଠପ
2 days ago
ପାଲଲହଡ଼ା ଅଲେଖ ମହିମା ମଠ ନାଁ ରେ ମିଥ୍ୟା ଖବର ପ୍ରସାରଣ ପାଇଁ ପ୍ରତିବାଦ, ବିଡିଓ ଙ୍କୁ ଫେରାଦ ହେଲେ ଅଲେଖ ମହିମା ବାବା ଓ ଗ୍ରାମବାସୀ
4 days ago
ପାଲଲହଡ଼ା 49 ନମ୍ବର ଜାତୀୟ ରାଜପଥ ରେ ଦୁର୍ଘଟଣା, ଅଜଣା କାର କୁ ଧକ୍କା ଦେଲା ଵାଇକ ଦୁଇ କଲେଜ ଛାତ୍ର ଛାତ୍ରୀ ଗୁରୁତର
19/08/2023
ଚନ୍ଦ୍ରଯାନ-3 ଡି-ବୁଷ୍ଟିଂ ପ୍ରକ୍ରିୟା ଶେଷ :ଲ୍ୟାଣ୍ଡର ହେଲା ସ୍ୱୟଂଚାଳିତ ମୋଡ୍
11/08/2023
ଶିକୁଳିରେ ବନ୍ଧା ଜୀବନ, ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ, ସହାୟତାର ହାତ ବଢ଼ାଇଲେ ପୂର୍ବତନ ବ୍ଲକ ଅଧ୍ୟକ୍ଷ
10/08/2023
ବିଶ୍ୱ ଆଦିବାସୀ ଦିବସରେ ଗର୍ଜିଲେ ଆଦିବାସୀ , ବିଭିନ୍ନ ଦାବୀ ନେଇ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରିଲେ ହଜାର ହଜାର ଆଦିବାସୀ
08/08/2023
ଜିଲ୍ଲା ଛାତ୍ର କଂଗ୍ରେସର ସାମ୍ବାଦିକ ସମ୍ମିଳନୀ : ଛାତ୍ରମାନଙ୍କ ଉପରେ ପୁଲିସର ଦମନଲୀଳାକୁ ନିନ୍ଦା
08/08/2023
ଆଜି ସଂସଦରେ ଅନାସ୍ଥା ପ୍ରସ୍ତାବ ଆଲୋଚନା : ଜାଣନ୍ତୁ କଣ ମିଳିବ ସନ୍ଦେଶ!
Related Articles
Check Also
Close - ଜ୍ଞାନବାପି ପରିସରରେ ଏଏସଆଇର ସର୍ଭେ ଚତୁର୍ଥ ଦିନରେ07/08/2023