ଓଡ଼ିଶା

ଆନନ୍ଦପୁରରେ ଗଛରେ ଝୁଲା ଅବସ୍ଥାରେ ମିଳିଲା ଅଜଣା ଯୁବକ ଙ୍କ ମୃତଦେହ

ଭୁବନେଶ୍ୱର : ଆନନ୍ଦପୁର କଚେରୀ ବଜାର ନିକଟରେ ନୂତନ ଭାବେ ନିର୍ମିତ ହେଉଥିବା ବସଷ୍ଟାଣ୍ଡ ପାର୍ଶ୍ୱରେ ଥିବା ଏକ ଗଛରେ ଅଜଣା ଯୁବକ ଙ୍କ ମୃତଦେହ ଝୁଲୁଥିବା ଦେଖିବାକୁ ମିଳିଛି । ଏ ସମ୍ପର୍କରେ ସୂଚନା ପାଇବା ପରେ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ମାମଲାର ଜାଂଚ ଆରମ୍ଭ କରିଛି ।

Leave a Reply

Your email address will not be published.

Back to top button