ଅପରାଧସମ୍ବଲପୁର

ସମ୍ବଲପୁରରେ ମା ଓ ଦୁଇ ଛୁଆ ହତ୍ୟା ଘଟଣାରେ ଖୁବ ଶୀଘ୍ର ଅଭିଯୁକ୍ତଙ୍କ ପାଖରେ ପହଂଚିବ ପୋଲିସ – ଏସପି

ସମ୍ବଲପୁର : ସମ୍ବଲପୁର ଠାରେ ଘର ଭିତରେ ମା’ ସହ ଦୁଇ ଛୁଆଙ୍କୁ ହତ୍ୟା ଘଟଣାରେ ପୋଲିସ ଖୁବ ଶୀଘ୍ର ଅଭିଯୁକ୍ତ ମାନଙ୍କ ନିକଟରେ ପହଂଚିବ ବୋଲି କହିଛନ୍ତି ସ୍ଥାନୀୟ ଏସପି । ସେ କହିଛନ୍ତି ଯେ , ୨୪ରୁ ୪୮ ଘଂଟା ମଧ୍ୟରେ ହତ୍ୟାକାଣ୍ଡର ସ୍ପଷ୍ଟତା ଆସିବ । ଏ

ସେ କହିଛନ୍ତି ଯେ ଏ ନେଇ ପ୍ରମାଣ ଖୋଜା ଚାଲିଛି । ୨ଟି ଟିମ୍ ରାଜ୍ୟ ବାହାରକୁ ଯାଇଛି । ଯେଉଁମାନେ ସେଠାରେ ରହୁଥିଲେ ହତ୍ୟାରେ ସେମାନଙ୍କ ସଂପୃକ୍ତି ରହୁଥିବା ଅନୁମାନ କରାଯାଉଛି ।

Related Articles

Leave a Reply

Your email address will not be published.

Back to top button