Ganjamଅପରାଧ

ଦୁଷ୍କର୍ମ ଅଭିଯୋଗରେ ଯୁବକ ଗିରଫ

ଗଂଜାମ : ବୁଗୁଡା ଅଂଚଳରେ ଜଣେ ଯୁବତୀକୁ ବିବାହର ପ୍ରତିଶୃତି ଦେଇ ତାକୁ ଦୁଷ୍କର୍ମ କରିବା ଅଭିଯୋଗରେ ବୁଗୁଡା ପୁଲିସ ଅଭିଯୁକ୍ତ ପିଣ୍ଟୁ ବେହରାକୁ ଗିରଫ କରି କୋର୍ଟଚାଲାଣ କରିଛି। ଏ ସଂକ୍ରାନ୍ତରେ ଥାନା କେସ ନଂ ୩୩୯/୨୩ରେ ଏକ ମାମଲା ରୁଜ୍ଜୁ ହୋଇଛି। 

Related Articles

Leave a Reply

Your email address will not be published.

Back to top button