ବାସୁଦେବପୁର ଗୋପବନ୍ଧୁ ନଗରରେ ଅଭାବନୀୟ ଘଟଣା। ପୁଅର ମାଡରେ ବାପର ମୃତ୍ୟୁ ହୋଇଛି। ଆଜି ଗୋପବନ୍ଧୁ ନଗର ପଞ୍ଚାୟତ ଶାସମଲ ଘେରୀ ଗାଁରେ ପୁଅ ଠେଙ୍ଗାମାଡରେ ବାପାର ମୃତ ହୋଇଛି। ବାପା ହେଲେ ଦୁଃଖିଶ୍ୟାମ ମଣ୍ଡଳ ଓ ପୁଅ ବୁଦ୍ଧିରାମଙ୍କ ମଧ୍ୟ Aରେ କୌଣସି କାରଣରୁ ଯୁକ୍ତି ତର୍କ ହୋଇଥିଲା । ପୁଅ ଉତକ୍ଷିପ୍ତ ହୋଇ ବାପାଙ୍କୁ ଠେଙ୍ଗାରେ ମାଡ଼ ମାରିଥିଲା । ବାପାଙ୍କ ଗୁରୁତର ଅବସ୍ଥାରେ ପରିବାରଲୋକେ ଉଦ୍ଧାର କରି ବାସୁଦେବପୁର ମେଡିକାଲରେ ଭର୍ତ୍ତି କରିଥିଲେ । ହେଲେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ ।

Naxatra News is now on Whatsapp
Join and get latest news update delivered to you via whatsapp
Join Now