ବାପା ମା ଙ୍କୁ ହତ୍ୟା ଅଭିଯୋଗ ପରେ ପୋଲିସର ତଦନ୍ତ ଆରମ୍ଭ

Spread the love

ସିମୁଳିଆ ଥାନା ଅନ୍ତର୍ଗତ ଗରସଙ୍ଗ ଗ୍ରାମର ବେହେରା ସାହି ର ବାପା ପ୍ରଭାକର  ମା ଚମ୍ପାବତୀ ଓ ଭାଇ ରମେଶ  ୩ଦିନ ଧରି ନିଖୋଜ ଥିବା ନେଇ ସିମୁଳିଆ ଥାନାରେ ଅଭିଯୋଗ କରିଛନ୍ତି ପ୍ରଭାବତୀ ଙ୍କ ଝିଅ  ମମତା | ତାଙ୍କ  ପରିବାର ଲୋକ ଙ୍କୁ ମାରି ବିଲରେ ପୋତି ଦେଇ ଥିବା ଅଭିଯୋଗ କରିଛନ୍ତି । ପୋଲିସ ଘଟଣା ର ତଦନ୍ତ ଆରମ୍ଭ କରିବା ସହିତ ଅଭିଯୋଗ ସ୍ଥଳରେ ଖୋଳା ଖୋଳି ଆରମ୍ଭ କରିବା ସହିତ ଏକ ଗଳିତ ମୃତ ଦେହ ଉଦ୍ଧାର କାର୍ଯ୍ୟ ଜାରି ରହିଛିl

Leave a Reply

Your email address will not be published. Required fields are marked *