ବିଜେପି ଉପରେ ବର୍ଷିଲେ ବରିଷ୍ଠ କଂଗ୍ରେସ ନେତା

ରାହୁଲ ଗାନ୍ଧୀଙ୍କ ଉଦବେଗ ପରେ ବିଜେପି ଉପରେ ବର୍ଷିଲେ ବରିଷ୍ଠ କଂଗ୍ରେସ ନେତା ସନ୍ତୋଷ ସିଂହ ସାଲୁଜା l ବିଜେପି ଶାସିତ ରାଜ୍ୟରେ ଆଦିବାସୀମାନେ ଅସୁରକ୍ଷିତ l ଯେଉଁଥି ପାଇଁ ରାହୁଲ ଗାନ୍ଧି ଉଦବେଗ ପ୍ରକାଶ କରିଛନ୍ତି l ବାଲେଶ୍ଵର ଘଟଣାକୁ କଡା ନିନ୍ଦା କରିଛନ୍ତି l ମଧ୍ୟପ୍ରଦେଶ ଘଟଣା ବି ସାରା ଦେଶ ଦେଖିଲା l ସେଥିପାଇଁ ରାହୁଲ ଗାନ୍ଧି ବାରମ୍ୱାର କହୁଛନ୍ତି ସମ୍ବିଧାନ ସଙ୍କଟରେ ଅଛି l ବିଜେପି ଦଳିତ ଓ ଆଦିବାସୀ ବିରୋଧୀ ବୋଲି କହିଛନ୍ତି ବରିଷ୍ଠ କଂଗ୍ରେସ ନେତା ସନ୍ତୋଷ ସିଂ ସାଲୁଜା l

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *