ଜାଲ୍ଲିକାଟ୍ଟୁ ପ୍ରତିଯୋଗିତାରେ ଅଘଟଣ

ତାମିଲନାଡୁର ପାରମ୍ପରିକ କୃଷି ପର୍ବ ପୋଙ୍ଗଲ ଅବସରରେ ଚାଲିଥିବା ଜାଲ୍ଲିକାଟ୍ଟୁ ପ୍ରତିଯୋଗିତାରେ ଅଘଟଣ। ଏଥିରେ ୭ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୪୦୦ରୁ ଉର୍ଦ୍ଧ୍ୱ ଲୋକ ଆହତ ହୋଇଛନ୍ତି। ସମସ୍ତ ଆହତଙ୍କୁ ଉଦ୍ଧାର କରାଯାଇ ସ୍ଥାନୀୟ ହସପିଟାଲରେ ଭର୍ତ୍ତି କରାଯାଇଛି। ପୋଙ୍ଗଲ ମହୋତ୍ସବରେ ତାମିଲନାଡୁର ବିଭିନ୍ନ ଜିଲ୍ଲାରେ ଏହି ଖେଳ ଖେଳାଯାଇଥାଏ। ଜାଲିକାଟ୍ଟୁ ଏକ ପାରମ୍ପରିକ ପ୍ରତିଯୋଗିତା ଭାବରେ ଜଣାଶୁଣା। ଏହା ଅତି ରୋମାଞ୍ଚକର ହୋଇଥିବା ବେଳେ ଏହା ଅତି ବିପଦପୂର୍ଣ୍ଣ ମଧ୍ୟ ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *