ଫେକ୍‌  ସିମ୍‌ ଜବତ ଘଟଣାରେ କ୍ରାଇମବ୍ରାଞ୍ଚ କବ୍‌ଜାରେ ଆଉ ୨ ଫ୍ରଡ୍‌

Spread the love

ଫେକ୍‌  ସିମ୍‌ ଜବତ ଘଟଣା । କ୍ରାଇମବ୍ରାଞ୍ଚ କବ୍‌ଜାରେ ଆଉ ୨ ଫ୍ରଡ୍‌ । ଢେଙ୍କାନାଳ ଜିଲ୍ଲାର ଜିଓ ଡିଷ୍ଟ୍ରିବ୍ୟୁଟର ଅମିତାଭ ସାହୁ ଓ ଜିଓ ସେଲର ଦୋଳଗୋବିନ୍ଦ ପରିଡାଙ୍କୁ ଉଠାଇ ନେଇ ପଚରାଉଚରା ଜାରି ରଖିଛି କ୍ରାଇମବ୍ରାଞ୍ଚ । ଏଥିସହ  ଗତକାଲି ଗିରଫ ହୋଇଥିବା ମୁଖ୍ୟ ଅଭିଯୁକ୍ତ ଦୁଷ୍ମନ୍ତ ସାହୁଙ୍କ ବ୍ୟାଙ୍କ ଆକାଉଣ୍ଟରୁ ମଧ୍ୟ ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ହାସଲ କରିଛି କ୍ରାଇମବ୍ରାଞ୍ଚ । ଦୁଷ୍ମନ୍ତଙ୍କ ବ୍ୟାଙ୍କ ଆକାଉଣ୍ଟରେ ୭ଲକ୍ଷ ୯୫ହଜାର ଟଙ୍କା ଥିବା ବେଳେ ପେଟିଏମ ଆକାଉଣ୍ଟରୁ ୧ଲକ୍ଷ ୬୦ହଜାର ଟଙ୍କା ଜବତ କରିଛି କ୍ରାଇମବ୍ରାଞ୍ଚ ।

Leave a Reply

Your email address will not be published. Required fields are marked *